ଟ୍ରକ ଭଡା ବୃଦ୍ଧି ଦାବି ନେଇ ୬ଦିନ ଧରି ଚାଲିଛି ଆନ୍ଦୋଳନ
by Argus News
Wed, Nov 15 | 4:27 p.m.

ଅର୍ଗସ ବ୍ୟୁରୋ: ତାଳଚେରରେ ଦୀର୍ଘ ୬ ଦିନ ଧରି ଚାଲିଛି ଟ୍ରକ ଧର୍ମଘଟ । ଟ୍ରକ ଭଡା ବୃଦ୍ଧି ଦାବି ନେଇ ଗତ ୯ ତାରିଖରୁ ଏହି ଆନ୍ଦୋଳନ ଡାକରା ଦେଇଥିଲେ ଟ୍ରକ ମାଲିକ ସଙ୍ଘ । ତାଳଚେର ଓ କଣିହାଁର ସମସ୍ତ କୋଇଲା ଖଣିରୁ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ରହିଥିଲା । ତେବେ ପ୍ରଶାସନ ଓ ପ୍ଲାଣ୍ଟ କତ୍ତୃପକ୍ଷଙ୍କ ସହିତ ଟ୍ରକ ମାଲିକ  ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜିଠାରୁ ସମସ୍ତ କୋଇଲା ଖଣିରୁ ଟ୍ରେନ ଯୋଗେ କୋଇଲା ପରିବହନକୁ ବନ୍ଦ କରାଯାଇଛି ।

ଯେ ପର୍ଯ୍ୟନ୍ତ ଟ୍ରକ ଭଡା ବୃଦ୍ଧିକୁ ନେଇ କୌଣସି ନିଷ୍କର୍ଷ ନ ବାହାରିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଟ୍ରକ ମାଲିକ ସଙ୍ଘ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

EMPLOYEES
48m ago
କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ
ଅର୍ଗସ ବ୍ୟୁରୋ: ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତ
BAJRANG PARTY
ଗୋମାଂସ କଟାକୁ ବିରୋଧ: ବଜରଙ୍ଗ ଦଳର କର୍ମୀଙ୍କୁ ଆକ୍ରମଣ, ୧୫ ଆହତ
ଅର୍ଗସ ବ୍ୟୁରୋ: ଧର୍ମକ୍ଷେତ୍ର କାକଟପୁରରେ ଗୋମାଂସ କଟାକୁ ନେଇ ବିବାଦ । ପବିତ୍ର ସମେଶ୍ୱର ମନ୍ଦିର ନିକଟର ଥିବା ବସ୍ତିରେ ଗୋମାଂସ କଟାକୁ ବିରୋଧ କରାଯିବାରୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ
TIGER
ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ