୧୦ ବର୍ଷ ହେଲା ଖୋଜା ଚାଲିଛି  ସୁଡଙ୍ଗର ରହସ୍ୟ  
by Argus News
Fri, Feb 02 | 9:18 a.m.

ନୂଆଦିଲ୍ଲୀ:  ସୁଡଙ୍ଗରୁ ଆସୁଛି ଭୟଙ୍କର ବିସ୍ଫୋରଣର ଶଦ୍ଦ।  ଏ ଶଦ୍ଦ ଆଜି କାଲିର ନୁହେଁ ଦୀର୍ଘ ୧୦ ବର୍ଷ ହେଲା  ୮ଟି ସୁଡଙ୍ଗରୁ ଆସୁଛି ଭୟଙ୍କର ରଡି। ସାଇବେରିଆର  ଏ ଖବରଟି ଚକିତ କଲାପରି। ୧୬୦ ଫୁଟ ଗଭୀର ଏହି ସୁଡଙ୍ଗରୁ  ଆସୁଥିବା ଏ ଶଦ୍ଦରେ କୋକୁଆ ଭୟ ସୃଷ୍ଟି ହୋଇଛି।   ସୁଡଙ୍ଗ ରୁ ଏପରି ଶଦ୍ କେଉଁଠୁ ଆସୁଛି ?  ଆଉ କଣ ପାଇଁ ଆସୁଛି? ଏ ସୁଡଙ୍ଗର ସୃଷ୍ଟି କିପରି ହେଲା ?। ଏ ସବୁ ପ୍ରଶ୍ନର ଉତ୍ତର ଖୋଜି ଆସୁଥିଲେ ବୈଜ୍ଞାନିକ।  ବହୁ ପରୀକ୍ଷା ନିରିକ୍ଷା ପରେ ଏହାର ରହସ୍ୟ ଯାଣିବାକୁ ପାଇଛନ୍ତି ବୈଜ୍ୟାନିକ।  ବୈଜ୍ଞାନିକଙ୍କ ଦ୍ୱାରା  ନିକଟରେ ପ୍ରକାଶ ପାଇଥିବା EarthArXivରେ  ପ୍ରୀପ୍ରୀଣ୍ଟ  ପେପର   ଏହାର ଖୁଲାସା ହୋଇଛି।  

ଏଥିରେ ସୁଡଙ୍ଗମାନଙ୍କର ସୃଷ୍ଟି ହେବାର ରହସ୍ୟର   ଖୁଲାସା କରାଯାଇଥିବାର ଦାବା କରାଯାଇଛି। ତେବେ  କିଛି ବର୍ଷ ହେଲା ଏ ସୁଡଙ୍ଗ ସୃଷ୍ଟିକୁ ନେଇ ଅନେକ  ତର୍ଜମା ଚାଲିଥିଲା। ଅନେକ କାରଣ ମଧ୍ୟ  ଥାଇପାରେ ବୋଲି କୁହାଯାଉଥିଲା।  ସେଥିରୁ ଗୋଟିଏ କାରଣ ହେଉଛି, ଏସୁଡଙ୍ଗ ଐତିହାସିକ    ହ୍ରଦର ହିସା।  ଯାହା ଅତ୍ୟଧିକ  ଥଣ୍ଡା କାରଣରୁ ବରଫର ଯମି ଯାଇ ପରେ ଏହା କୌଣସି କାରଣ ବସତଃ ସୁଖିଯାଇଛି। ଏହାପରେ  ମାଟି ତଳେ  ପ୍ରାକୃତିକ ଗ୍ୟାସ  ବାହାରିବା ପାଇଁ ଯେଉଁ ଚାପ ପଡିଲା ତାହା ଭୟାନକ ବିସ୍ଫୋରଣ ସହ ବଡ ବଡ ଗର୍ତ୍ତ ହୋଇ ସୃଷ୍ଟି ହେଲା। ଯାହା  ବିରାଟକାୟ ସୁଡଙ୍ଗ ହୋଇ ଉଭା ହୋଇଛି। ଏହା କହୁଛି ରିପୋର୍ଟ।   ଋଷର  ଉତ୍ତର ୟମାଲ  ଏବଂ ଜିଡାନ ପରି ଦ୍ୱୀପରେ ଏଭଳି ସୁଡଙ୍ଗ ସୃଷ୍ଟି ହୋଇଛି।  ଏହାର ଭୟଙ୍କର ରଡିରେ ଭୟଭୀତ ଲୋକେ।  

ଅଧିକ ଦେଖନ୍ତୁ : 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ