ପବିତ୍ର ରାମନବମୀର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
by Argus News
Wed, Apr 17 | 12:23 p.m.

ଅର୍ଗସ ବ୍ୟୁରୋ: ପବିତ୍ର 'ରାମ ରାମେତି ରାମେତି ରମେ ରାମେ ମନୋରମେ, ସହସ୍ରନାମ ତତ୍ତୁଲ୍ୟଂ ରାମ ନାମ ବରାନନେ ..' ଅର୍ଥାତ ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମାରେ ରୁହେ। ହଜାର ନାମ ସହ ସମାନ ଏହି ରାମନାମ। ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଆଜି ପବିତ୍ର ଜନ୍ମଦିନ ଏଥିପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 

ଆସନ୍ତୁ କ୍ଷଣିକେ, ଆମ ଶରୀରର ପ୍ରତ୍ୟେକ କଣିକା, ରାମଙ୍କ ଉତ୍ସର୍ଗକୁ ଦେଶ ପାଇଁ ଉତ୍ସର୍ଗୀକୃତ ଲକ୍ଷ୍ୟରେ ଏକତ୍ର ହେବା ବୋଲି ଧର୍ମେନ୍ଦ୍ର କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ରତ୍ନଭଣ୍ଡାର
24m ago
ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି
ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି । ଚାବି ଯିଏ ହଜେଇଛି, ସିଏ ରତ୍ନ ଚୋରି କରିଛି । ପାଣ୍ଡିଆନ ସ୍ପଷ୍ଟ କରିବେ କି ରତ୍
ଭାରସାମ୍ୟ ହରାଇ
38m ago
ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମୃତ
ଅର୍ଗସ ବ୍ୟୁରୋ: ଅଟୋ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜାତୀୟ ରାଜପଥ 20ର ରାମଚନ୍ଦ୍ରପୁର ଓଭରବ୍ରିଜ ନିକଟରେ ରାସ୍ତା ତଳକୁ ଖସି ପଡିବାର
ସାଉଦିଆରବରେ
56m ago
ସାଉଦିଆରବରେ `ଉତ୍କଳିକା'ର ୧୫ତମ ବାର୍ଷିକୋତ୍ସବ
ଅର୍ଗସ ବ୍ୟୁରୋ: ସାଉଦି ଆରବରେ ଜୁବେଲ ସିଟି ଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ "ଉତ୍କଳିକା ତରଫରୁ, ୮୯ତମ ଉତ୍କଳ ଦିବସ ଏବଂ ନିଜର ୧୫ ତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳ