ଯୋଗ ଅଧିବେଶନରେ ସାମିଲ୍ ହୋଇ ଯୋଗ କଲେ ପ୍ରଧାନମନ୍ତ୍ରୀ
by Argus News
Fri, Jun 21 | 8:55 a.m.

ଅର୍ଗସ ବ୍ୟୁରୋ : ବିଶ୍ବ ପାଳୁଛି ଆନ୍ତର୍ଜାତିକ ଯୋଗ ଦିବସ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଶ୍ରୀନଗର ଏସ୍‌କେଆଇସିସିରେ ପାଳନ ହୋଇଛି ମୁଖ୍ୟ କାର୍ଯ୍ୟକ୍ରମ । ଏହି ଯୋଗ ଅଧିବେଶନରେ ସାମିଲ୍ ହୋଇ ଯୋଗ କରିବା ସହ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

ଅଧିକ ପଢନ୍ତୁ : ଅନ୍ତର୍ଜାତୀୟ ଯୋଗ ଦିବସ ; ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଯୋଗ

ପ୍ରଧାନମନ୍ତ୍ରୀ କହିଛନ୍ତି, "ଯୋଗ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିଥାଏ । ଯୋଗ ମଣିଷର ଶରୀର, ମନ ଓ ଆତ୍ମାରେ ଏକାଗ୍ରତା ଆଣିଥାଏ । ସାରା ବିଶ୍ବରେ ଯୋଗ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ବର ପ୍ରାୟ ସମସ୍ତ ବରିଷ୍ଠ ନେତା ନିୟମିତ ଯୋଗ କରିଥାନ୍ତି । ବିଶ୍ବରେ ବଡ ବଡ ବିଶ୍ବବିଦ୍ୟାଳୟରେ ଯୋଗ ଉପରେ ଗବେଷଣା ହେଉଛି । ଯୋଗ କେବଳ ଏକ ବିଦ୍ୟା ନୁହେଁ ଏକ ବିଜ୍ଞାନ । ଯୋଗ ଦ୍ବାରା ନିଯୁକ୍ତିର ନୂଆ ବାଟ ଫିଟିଛି । ଜର୍ମାନୀରେ ଦେଢକୋଟି  ଯୋଗ ପ୍ରଶିକ୍ଷକ ଅଛନ୍ତି । ସାଉଦୀ ଆରବରେ ଯୋଗ ହେଉଛି ଶିକ୍ଷାର ଏକ ଅଂଶ । ଯୋଗ ମଣିଷର ଶରୀର, ମନ ଓ ଆତ୍ମାରେ ଏକାଗ୍ରତା ଆଣିଥାଏ । 
 

ଟେଷ୍ଟ
40m ago
ଟେଷ୍ଟରେ ଅଶ୍ବିନ ରାଜ୍,ଭାଙ୍ଗିଲେ କୁମ୍ବଲେଙ୍କ ରେକର୍ଡ,ଏସିଆରେ ଦ୍ବିତୀୟ
ଅର୍ଗସ ବ୍ୟୁରୋ:ବିଶ୍ବ କ୍ରିକେଟରେ ଟେଷ୍ଟରେ ରାଜ୍ କରୁଛନ୍ତି ଆର.ଅଶ୍ବିନ,ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ କରୁଛନ୍ତି କମାଲ୍ । କାନପୁର ଟେଷ୍ଟରେ ବାଂଲାଦେଶର ଅଧିନାୟକ ନଜମୁଲ ହୁସେ
କାଶ୍ମୀର
47m ago
କାଶ୍ମୀରକୁ ପାଲେଷ୍ଟାଇନ୍ ସହିତ ପାକିସ୍ତାନ ତୁଳନା କରିବା ହାସ୍ୟାସ୍ପଦ:ମଙ୍ଗଳନନ୍ଦନ
ଅର୍ଗସ ବ୍ୟୁରୋ: ପାକିସ୍ତାନର ମିଛବର୍ଷିଛି ଭାରତ।ଜାତିସଂଘ ମହାସଭାରେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍ ପୁଣି ବିଷ ଓଗାଳିଛନ୍ତି,ଦେଖିବାକୁ ମିଳିଛି ପାକିସ୍ତାନର କାଶ୍ମୀର ରାଗ । ଭାର
ଯୌନ ଶୋଷଣ
53m ago
ଯୌନ ଶୋଷଣର ଶିକାର ହେଲେ ୧୯ ବର୍ଷୀୟ ଝିଅ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅର୍ନ୍ତଗତ ତେତେଲଖୁଟି ଗ୍ରାମର ଜଣେ ୧୯ ବର୍ଷୀୟ ଝିଅ ସହିତ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରି ଛାଡ଼ି ଦେଇଥିବା ଅଭିଯୋ