ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ; ସମସ୍ତେ ସୁସ୍ଥ ଏବଂ ସୁରକ୍ଷିତ
by Argus News
Wed, Nov 29 | 9:18 a.m.


ଅର୍ଗସ ବ୍ୟୁରୋ : ଦୀର୍ଘ ୧୭ ଦିନର ସଂଘର୍ଷ ପରେ ଟନେଲରୁ ବାହାରକୁ ବାହାରିଲେ ୪୧ ଜଣ ଶ୍ରମିକ . ସମସ୍ତେ ସୁସ୍ଥ ଏବଂ ସୁରକ୍ଷିତ ଥିବା ସୂଚନା ମିଳିଛି. ତେବେ ପ୍ରଧାନମନ୍ତ୍ରୀ ମୋଦି ଉଦ୍ଧାର ଶ୍ରମିକଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ. ସେମାନେ ଟନେଲ ଭିତରେ ଥିବା ସମୟର ପରସ୍ଥିତି ପଚାରି ବୁଝିଥିଲେ. ଏନେଇ ଉଦ୍ଧାର ଶ୍ରମିକ କହିଥିଲେ, ଭିତରେ ତାଙ୍କୁ କୌଣସି ପ୍ରକାର ଅସୁବିଧା ହୋଇନଥିଲା . ଉତ୍ତରକାଶୀ ସରକାର ଏବଂ ବିଶେଷ ଭାବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ତାଙ୍କ ସହ ପୁରା ଯୋଗାଯୋଗରେ ରହିଥିଲେ . ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝୁଥିଲେ.

ଅଧିକ ପଢନ୍ତୁ : ମୁକ୍ତିର ଆନନ୍ଦ ; ଉଦ୍ଧାର ଶ୍ରମିକଙ୍କୁ କୋଳେଇ ନେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଭିତରେ ଖାଇବା ବସିବା ଛଡା ଅନ୍ୟ କୌଣସି କାମ ନଥିବାରୁ ସେମାନେ ଭିତରେ ଚଲାବୁଲା, ଯୋଗ ଇତ୍ୟାଦି କରୁଥିଲେ ବୋଲି ମଧ୍ୟ ସେମାନେ କହିଛନ୍ତି. ତେବେ ବାହାରକୁ ୪୧ ଜଣ ଶ୍ରମିକ ବାହାରିବା ପରେ ଚାରିଆଡେ ଖୁସିର ମାହୋଲ ଖେଳିଯାଇଛି । 

ମାଓ ପ୍ରବଣ ଅଞ୍ଚଳରେ
42m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ