ଆଜି ରାଜସ୍ଥାନରେ ୧୭ କୋଟି ମୂଲ୍ୟ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
by Argus News
Fri, Feb 16 | 7:57 a.m.

ଅର୍ଗସ ବ୍ୟୁରୋ : ଆଜି ରାଜସ୍ଥାନ ଓ ହରିୟାଣାକୁ ମିଳିବ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର । ରାଜସ୍ଥାନରେ 17 ହଜାର କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ସେହିପରି ହରିୟାଣାରେ ମଧ୍ୟ 9 ହଜାର 750 କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ହରିୟାଣା ଗସ୍ତ ପୂର୍ବରୁ ଦିନ 11ଟାରେ ଜୟପୁରରେ ଆୟୋଜିତ ବିକଶିତ ଭାରତ-ବିକଶିତ ରାଜସ୍ଥାନ କାର୍ଯ୍ୟକ୍ରମକୁ ଭର୍ଚୁଆଲରେ ସମ୍ବୋଧନ କରିବେ ପିଏମ ମୋଦି ।

ଅଧିକ ପଢନ୍ତୁ ଭାରତ ଖବର

ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ପାନୀୟ ଜଳ, ସୌର, ରେଳ ପ୍ରକଳ୍ପ ସହ ପେଟ୍ରୋଲିୟମ ଓ ନ୍ୟାଚୁରାଲ ଗ୍ୟାସ ପ୍ରକଳ୍ପ ମଧ୍ୟ ରହିଛି । ମଧ୍ୟାନ୍ନରେ ହରିୟାଣାରେ ପହଞ୍ଚିବା ପରେ ଗୁରୁଗ୍ରାମ ମେଟ୍ରୋ ରେଲ ପ୍ରୋଜେକ୍ଟ, ରେୱାରୀ ଏମ୍ସର ଶିଳାନ୍ୟାସ ସହ କୁରକ୍ଷେତ୍ରରେ ଅନୁଭବ କେନ୍ଦ୍ରର ଉଦଘାଟନ କରିବେ ପିଏମ ମୋଦି ।

24 ELECTION
now
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
5m ago
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର
UPI
48m ago
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର