ଶ୍ରୀକ୍ଷେତ୍ରରେ ଘନ କୁହୁଡି ଆସ୍ତରଣ , ନିଳଚକ୍ର ଦର୍ଶନରୁ ବଞ୍ଚିତ ଭକ୍ତ ଓ ଦର୍ଶନାର୍ଥୀ
by Argus News
Wed, Jan 10 | 10:51 a.m.

ପୁରୀ : ଆଜି ବି ଶ୍ରୀକ୍ଷେତ୍ରରେ ଘନ କୁହୁଡି ଆସ୍ତରଣ। ଘନ କୁହୁଡି ଯୋଗୁଁ ଦୀର୍ଘ ସମୟ ଧରି ନିଳଚକ୍ର ଦର୍ଶନରୁ ବଞ୍ଚିତ ଭକ୍ତ ଓ ଦର୍ଶନାର୍ଥି। ରାଧାବଲ୍ଲଭ ମଠ ନିକଟ ନିଷିଦ୍ଧାଞ୍ଚଳ ବାହାରୁ ପତିତପାବନଙ୍କୁ  ଦର୍ଶନ  କରୁଥିବା ଭକ୍ତ ମାନଙ୍କ ଦର୍ଶନରେ ସମସ୍ଯା ଉପୁଜିଛି। ସେପଟେ ଶ୍ରୀମନ୍ଦିର ଦୃଶ୍ୟମାନ ହେଉଥିବା ପ୍ରାୟ ଦଶ କିଲୋମିଟର ଦୂରରେ ରହୁଥିବା ଗ୍ରାମବାସୀ ମାନେ ଦୀର୍ଘ ସମୟ ନିଳଚକ୍ର ଦର୍ଶନ କରି ପାରିନଥିଲେ।

ଅଧିକ ପଢନ୍ତୁ : ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ କରିବ ବାଟାଲିୟନ

ବଡଦାଣ୍ଡରେ ଲାଇଟ୍ ଲଗାଇ ଗାଡି ଚଳାଚଳ କରୁଥିଲା। ଏମିତିକି ଦିନ ୮ଟା ପରେ ବି ଘନକୁହୁଡି ଯୋଗୁଁ ସୂର୍ଯ୍ୟ ଫିକା ଦିଶୁଥିଲେ।ତେବେ ଘନକୁହୁଡି ଯୋଗୁଁ ବଡଦାଣ୍ଡରେ ମଧ୍ୟ ଗାଡି ଚଳାଚଳରେ ସମସ୍ଯା ଉପୁଜିଥିଲା।

SAGAR KAVACH 2
12m ago
ପାରାଦ୍ୱୀପରେ ଆରମ୍ଭ ଦୁଇ ଦିନିଆ ସାଗର କବଚ-2 ସମରାଭ୍ୟାସ
ଅର୍ଗସ ବ୍ୟୁରୋ: ପାରାଦ୍ବୀପରେ ଆଜିଠାରୁ ଆରମ୍ଭ ହେଉଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ। ଓଡ଼ିଶାର 450 କିମି ଉପକୂଳ ସୁରକ୍ଷା ପାଇଁ ଚଳାଯାଉଥିବା ଏହି ଅଭିଯାନର ନାମ ହେଉଛି ସାଗ
POLICE
21m ago
ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା
ଅର୍ଗସ ବ୍ୟୁରୋ: ଭୁବନେଶ୍ୱର ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା । ପୀଡ଼ିତା ଓ ନିଲମ୍ବିତ ପୋଲିସ ଅଧିକାରୀଙ୍କର ହେବା ଲାଏ ଡିଟେକ୍ସ
LOW PRESSURE
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି