ଛତିଶଗଡ଼ ବିଧାନସଭା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି  
by Argus News
Fri, Nov 17 | 9:58 a.m.

ରାୟପୁର:  ଛତିଶଗଡ଼ ବିଧାନସଭା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି । ବାକି ଥିବା 70ଟି ଆସନ ପାଇଁ ଭୋଟିଂ । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍, ଟିଏସ ସିଂଦେଓଙ୍କ ସହ 8 ମନ୍ତ୍ରୀ, 4 ସାଂସଦଙ୍କ ସହ 958 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । 22ଟି ଜିଲ୍ଲାର 70ଟି ଆସନ ପାଇଁ 827 ଜଣ ପୁରୁଷ, 130 ଜଣ ମହିଳା ଏବଂ ଜଣେ କିନ୍ନର ନିର୍ବାଚନ ରଣାଙ୍ଗନରେ ତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଅଧିକ ପଢନ୍ତୁ: ବାକି ଥିବା ୭୦ଟି ଆସନ ପାଇଁ ହେବ ଭୋଟିଂ

1 କୋଟି 63 ଲକ୍ଷ 14 ହଜାର 479 ଭୋଟର ଏହି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରୁଛନ୍ତି । 70ଟି ନିର୍ବାଚନ ମଣ୍ଡଳୀରେ ମୋଟ 18 ହଜାର 833ଟି ପୁଲିଂ ବୁଥର ବ୍ୟବସ୍ଥା କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନଭେମ୍ବର 7 ତାରିଖରେ ପ୍ରଥମ ପ୍ରର୍ଯ୍ୟାୟ ଭୋଟିଂ ହୋଇଥିଲା । ନକ୍ସଲ ପ୍ରଭାବିତ 20ଟି ଆସନ ପାଇଁ ହୋଇଥିଲା ମତଦାନ। ନଭେମ୍ବର 7ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟିଂରେ 78 ପ୍ରତିଶତ ମତ ସାବ୍ୟସ୍ତ କରିଥିଲେ  । 

ରାଜନୀତି ଖବର ଆହୁରି ପଢନ୍ତୁ

AMIT SHAH
10m ago
ଢେଙ୍କାନାଳ ପରଜଙ୍ଗ ସଭାରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ
ଅର୍ଗସ ବ୍ୟୁରୋ : ବିଜେଡି ସରକାରକୁ ଉପାଡ଼ି ଫୋପାଡ଼ି ଦିଅ । ଢେଙ୍କାନାଳ ପରଜଙ୍ଗ ସଭାରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ । ଓଡ଼ିଶାକୁ କୌଣସି ତାମିଲ ବାବୁ ଶାସନ କରିପାରିବେନି କହିଛନ୍ତି ଶା
କାନ୍ସ ଫିଲ୍ମ
27m ago
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହେଲେ `ପଞ୍ଚାୟତ'ର ବିନୋଦ
ଅର୍ଗସ ବ୍ୟୁରୋ: ଓ୍ବେବସିରିଜ `ପଞ୍ଚାୟତ' ରେ ବିନୋଦ ଭୂମିକାରେ ନଜର ଆସିଥିବା ଅଭିନେତା ଅଶୋକ ପାଠକ ରାତାରାତି ଲୋକପ୍ରିୟ ହାସଲ କରିଥିଲେ। ଆଉ ତାଙ୍କ ନାଁ ସୋସିଆଲ ମିଡିଆରେ ଖୁବଶୀଘ୍
REFRIGERATION
40m ago
ବିନା ଫ୍ରିଜରେ ଖାଦ୍ୟ ନଷ୍ଟ ହୋଇଯାଉଛି କି ? ଜାଣନ୍ତୁ କିପରି ରଖିବେ ଖାଦ୍ୟ...
ଅର୍ଗସ ବ୍ୟୁରୋ: ଖରା ଦିନେ ଖାଦ୍ୟ ଫ୍ରିଜରେ ନରଖିଲେ ନଷ୍ଟ ହୋଇଯାଉଛି ନା। ଯେଉଁ ମାତ୍ରାରେ ଖରା ହେଉଛି ଖାଦ୍ୟ ନଷ୍ଟ ହେବା ସୁନିଶ୍ଚିତ। ତେବେ ବିନା ଫ୍ରିରେ ଖାଦ୍ୟକୁ କିପରି ସତେଜ ରଖିବ