ଶ୍ରୀଗୁଣ୍ଡିଚା ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ
by Argus News
Fri, Dec 08 | 1:00 p.m.

ପୁରୀ:  ହଟିଲା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ପାର୍ଶ୍ଵ ଅବରୋଧ । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଜି ଏହି ଅବରୋଧ ସ୍ଥାନ,ପିଣ୍ଡି ଗୁଡିକ ଉଚ୍ଛେଦ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଚୀର ପାର୍ଶ୍ଵରେ ଏହି ଅବରୋଧ ସ୍ଥାନ ଗୁଡିକ ରହିଥିଲା । ଯାହାଫଳରେ ବିଭିନ୍ନ ଅବରୋଧକାରୀଙ୍କ ଦୌରାତ୍ମ ବଢ଼ିବାରେ ଲାଗିଥିଲା । 

ଶ୍ରୀମନ୍ଦିରରେ ଠେଲାପେଲା, ୧୦ରୁ ଉର୍ଦ୍ଧ୍ବ ଆହତ

ଏଠାରେ ବିଭିନ୍ନ ଛୋଟ ଛୋଟ ମନ୍ଦିର ଓ ପିଣ୍ଡି କରି ଆଡ୍ଡା ଜମାଇଥିଲେ ବିଭିନ୍ନ ବ୍ୟକ୍ତି ବିଶେଷ । ଏହା ମୁଖ୍ୟ ମନ୍ଦିର ଓ ଏହାର କୀର୍ତ୍ତିରାଜିକୁ ଘୋଡାଇ ରଖୁଥିଲା । ଏବେ ଉଚ୍ଛେଦ ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସ୍ଥାନକୁ ବ୍ୟାରିକେଡ ମାଧ୍ୟମରେ ସୁରକ୍ଷିତ କରାଯିବା ସହ ୨୪ ଘଣ୍ଟିଆ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ । ଏହି ସ୍ଥାନରେ ସୌନ୍ଦର୍ଯ୍ୟକରଣ କରାଯିବା ସହ ପ୍ଲାଣ୍ଟେସନ ମଧ୍ୟ କରାଯିବ । 


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ