ଭିଜିଲାନ୍ସ  କବ୍‌ଜାରେ କନିଷ୍ଠ ଯନ୍ତ୍ରୀ  
by Argus News
Fri, Oct 04 | 2:41 p.m.

 ବଲାଙ୍ଗିର: ଭିଜିଲାନ୍ସ ହାତରେ ଧରାପଡିଲେ ବେଲପଡ଼ା କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ । ପାଟଣାଗଡ ଉପଖଣ୍ଡର ବେଲପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ  ଯନ୍ତ୍ରୀ  ହରେକୃଷ୍ଣ ସାହୁ ଜଣେ ହିତାଧିକାରୀ ଙ୍କ ଠାରୁ 7000 ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନସ୍ ଟିମ୍ ମାଡ଼ି ବସିଥିଲା।  

ସୂଚନାବୁତାବକ,  ବ୍ଲକ ସର୍ଗୀମୁଣ୍ଡା ରେ  ମନରେଗା ଯୋଜନାରେ କନିଷ୍ଠ ଯନ୍ତ୍ରୀ  ଗ୍ରାମର  ପୂର୍ବରୁ  ମୀନକେତନ ଚାହର ନାମକ ଜଣେ ବ୍ୟକ୍ତି ଠୁ 15000 ହଜାର ଟଙ୍କା ନେଇଥିଲେ । ଆଜି ପୁଣି କନିଷ୍ଠ ଯନ୍ତ୍ରୀ 7000ହଜାର ଟଙ୍କା ଲାଞ୍ଚ ମାଗିବାରୁ  ବ୍ୟକି ଜଣକ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ମୁତାବକ ଯୋଜନା ଅନୁଯାୟୀ ବ୍ୟକ୍ତି ଜଣକ ଯନ୍ତ୍ରୀଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ ।  ସଂପୃକ୍ତ କନିଷ୍ଠ ଯନ୍ତ୍ରୀ କୁ  ଭିଜିଲାନ୍ସ ବିଭାଗ ଧରି  ବରଗଡ଼ ନେଇଥିବା ଜଣାପଡ଼ିଛି ।
 ଅଧିକ ପଢନ୍ତୁ ଓଡ଼ିଶା ଖବର 
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା