ବାହା ହେବାକୁ ମନା କରିବାରୁ ଠେଙ୍ଗାରେ ପିଟିଲେ ଯୁବକ   
by Argus News
Sat, Dec 09 | 1:19 p.m.

ବାଲେଶ୍ୱର:  ବାହା ହେବାକୁ ପ୍ରସ୍ତାବ.. ପ୍ରତ୍ୟାଖ୍ୟାନ କଲେ ଯୁବତୀ। ତାପରେ  ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଠେଙ୍ଗାରେ  ନିର୍ଦ୍ଧୁମ ଛେଚିଲେ ଯୁବକ।  କ'ଣ ପାଇଁ ମୋତେ ବାହା ହେବୁନୁ ତୁ ? ଯୁବତୀ ଜଣଙ୍କ ସିଧା ସିଧା କହିଥିଲେ ମୋ ମାା ରାଜି ହେଉନି ତୁମକୁ ବାହା ହେବା ପାଇଁ । ମୋ ମା ଯେପର୍ଯ୍ୟନ୍ତ ରାଜି ନ ହୋଇଛି ମୁଁ ତୁମକୁ ବାହା ହେଇପାରିବିନି। ଏତିକିରେ ଯୁବକ ରଙ୍କ ଉତକ୍ଷିପ୍ତ ହୋଇ ଯୁବତୀଙ୍କୁ ପିଟିଥିଲେ।

ମାଡ ତ ମାରିଲେ ତା ସହ  ଯୁବତୀଙ୍କ ଠାରୁ ୫୦ ହଜାର ଛଡାଇନେଲେ ବୋଲି କହିଛନ୍ତି  ପିଡିତାଙ୍କ ମା  ପୀଡିତା ଭାରତୀ  କିଛି ବର୍ଷ ତଳେ ଅନ୍ୟ ଏକ ଯୁବକଙ୍କୁ ବିବାହ କରିଥିଲେ । ହେଲେ କୌଣସି କାରଣରୁ ଭାରତୀ ବାପ ଘରେ ରହି ଆସୁଥିଲେ। ଏହିସମୟରେ ସମ୍ପର୍କୀୟ ମାମୁଁ ଙ୍କ ଏକତରଫା ପ୍ରେମକୁ ଗ୍ରହଣ କରିଲେନି ଯୁବତୀ। ଯାହାଦ୍ୱାରା ଅତି ଅମାନୁଶିକ ଭାବେ ପିଟିଥିଲେ ଯୁବକ।  ଏହି ଏକ  ତରଫା ପ୍ରେମର  କରୁଣ ପରିଣତି ଦେଖିବାକୁ ମିଳିଛି ସୋର ବ୍ଲକ ତଳନଗର ପଂଚାୟତରେ।   ଏବେ ଯୁବତୀ ଜଣଙ୍କ  ଗୁରୁତର ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଅଧିକ  ଦେଖନ୍ତୁ : 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ