ଦେଶର ପ୍ରଗତିରେ ଏକ ବଡ଼ ପରିବର୍ତ୍ତନ ହୋଇଛି: ଅଶ୍ୱିନୀ ବୈଷ୍ଣବ
by Argus News
Thu, Dec 07 | 12:43 p.m.

ଅର୍ଗସ ବ୍ୟୁରୋ:  କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସାମ୍ବାଦିକ ସମ୍ମିଳନୀ ।  ଦେଶର ପ୍ରଗତିରେ ଏକ ବଡ଼ ପରିବର୍ତ୍ତନ ହୋଇଛି ସେଥିପାଇଁ ଆଜି ମୁଁ ଏହାର ସୂଚନା ଦେଉଛି।ଦେଶର ଉତ୍ପାଦନ ଲଗାତର ଭବେ ସ୍ୱାଧୀନତା ପରେ ଦୁର୍ବଳ ହେଉଥିଲା। "ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ 'ମେକ୍ ଇନ୍ ଇଣ୍ଡିଆ' ଲଞ୍ଚ କରିଥିଲେ, ସେତେବେଳେ ଏହା ଅତ୍ୟନ୍ତ ସାହସିକ ପଦକ୍ଷେପ ଥିଲା ବୋଲି କହିଛନ୍ତି ଅଶ୍ୱିନୀ। ବିରୋଧୀ ଦଳମାନେ ଏହାକୁ ସମାଲୋଚନା କରିଥିଲେ। ଯଦି ଆପଣ ସେତେବେଳେ କଂଗ୍ରେସ ଦଳର ମନିଫେଷ୍ଟୋକୁ ଦେଖନ୍ତି, ତେବେ ସେମାନେ 'ମେକ୍ ଇନ୍' ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

କିନ୍ତୁ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏହା କଲେ ସେତେବେଳେ କଂଗ୍ରେସ ଏହାକୁ ସମାଲୋଚନା କଲା । ଆମେ ଶୀଘ୍ର 1 ଟ୍ରିଲିୟନ ଡଲାର ରପ୍ତାନି ପାଇଁ ପ୍ରସ୍ତୁତ ହେବୁ ଏବଂ ଏହା ପଛରେ ମୂଳଦୁଆ ଉତ୍ପାଦନ ହେଉଛି manufacturing । ସବୁ କ୍ଷେତ୍ରରେ ଭାରତ ସଶକ୍ତ ହେଉଛି ବୋଲି କହିଛନ୍ତି ଅଶ୍ୱିନୀ।

ଅଧିକ ପଢ଼ନ୍ତୁ ଦେଶ ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ