ଗାଆଁକୁ ନାହିଁ ଭଲ ରାସ୍ତା, ଷ୍ଟ୍ରେଚର୍ ରେ ବୁହା ହେଲେ ରୋଗୀ
by Argus News
Mon, Feb 12 | 8:58 a.m.

ଝାରସୁଗୁଡା : ପୁଣି ଷ୍ଟ୍ରେଚର୍ ରେ ବୁହା ହେଲେ ରୋଗୀ । କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ଖୋଡ ଶିଳ୍ପ ସମୃଦ୍ଧ ଝାରସୁଗୁଡା ରେ ଆଜି ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗାଆଁକୁ ଭଲ ରାସ୍ତା ନଥିବା ରୁ ଅସୁସ୍ଥ ରୋଗୀଙ୍କୁ ଷ୍ଟ୍ରେଚର ରେ ବୋହି 1 କିଲୋମିଟର ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ପାଖକୁ ନିଆଯାଇଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ : ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଗାଁକୁ ଫିଟିନି ରାସ୍ତା

ଝାରସୁଗୁଡା଼ ଜିଲ୍ଲାର ଲଇକେରା ବ୍ଲକ ନିକ୍ତିମାଲ ପଂଚାୟତ ର ନାଏକଡିହି ଗ୍ରାମର ଜଣେ ଅସହାୟ ଅସୁସ୍ଥ କୁନୁ ଓରାମ ଙ୍କୁ ଏପରି ବୋହି ନେବାର ଦେଖିବାକୁ ମିଳିଛି।


 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ