ମିଶନ ଶକ୍ତିର ମହିଳାମାନଙ୍କୁ ନେଇ ବିଜେଡିର ଚାଲିଥିଲା ଗୁପ୍ତ ବୈଠକ
by Argus News
Fri, Apr 26 | 9:17 a.m.

ଅର୍ଗସ ବ୍ୟୁରୋ:  ସମ୍ବଲପୁର ଯୁଯୋମୁରାର ଆମ୍ବୁରାଇ ଆମ୍ବଗଛ ମୂଳରେ ମିଶନ ଶକ୍ତିର ମହିଳା ମାନଙ୍କୁ ନେଇ ବିଜେଡିର ଚାଲିଥିଲା ଗୁପ୍ତ ବୈଠକ। Shg ମିଶନ ଶକ୍ତି ବୈଠକ ନାମରେ ନିର୍ବାଚନ ପ୍ରଚାର ଓ ଟଙ୍କା ବଣ୍ଟା ନେଇ ଆଲୋଚନା ଚାଲିଥିଲା। CRP ଓ MBK ମହିଳା ମାନେ ଏହି shg ଗ୍ରୁପ ସଭା ପାଇଁ ଡାକିଥିଲେ। Shg ମହିଳା ମାନଙ୍କୁ ନେଇ ନିର୍ବାଚନ ପ୍ରଚାର ପାଇଁ ଅବଗତ କରାଯାଉଥିଲା। ଖବର ପାଇ ଗଣ ମାଧ୍ୟମ ପହଞ୍ଚିବା ପରେ ବୈଠକ ଭଣ୍ଡୁର ହୋଇଥିଲା। ମିଶନ ଶକ୍ତି ମହିଳା ଛତ୍ର ଭଙ୍ଗ ଦେଇ ସଭା ସ୍ଥଳରୁ ଚାଲି ଯାଇଥିଲେ।

ରାଜ୍ୟ ବାହାରୁ କିଛି ଯୁବକ ଙ୍କୁ ଆଣି ବୈଠକ ପରିଚାଳନା କରାଯାଉଥିଲା । ପ୍ରଶ୍ନ କରିବାରୁ ପ୍ରସଙ୍ଗ ଏଡାଇ ଋଣ କଥା କହିଥିଲେ। ମିଶନ ଶକ୍ତି ବୈଠକ ସଭା ଗୃହରେ ନହୋଇ ଲୁଚି ଛପି ଆମ୍ବ ଗଛ ମୂଳରେ କିଭଳି ହେଉଥିଲା। ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ବାବଦରେ ରେଢ଼ାଖୋଲ ମିଶନ ଶକ୍ତି ଅଧିକାରୀ ଙ୍କୁ ପଚାରିବାରୁ ବୈଠକ ବାବଦରେ ଅବଗତ ନଥିବା କହିଛନ୍ତି। ତେବେ କିଭଳି ମିଶନ ଶକ୍ତି ମହିଳା ମାନଙ୍କୁ ବିଜେଡି ନିର୍ବାଚନ ପ୍ରଚାର ରେ ସାମିଲ କରୁଛି। ଯାହାକି ଆଦର୍ଶ ଆଚରଣ ବିଧିରେ ଖୁଲମ ଖୁଲା ଉଲଂଘନ କରାଯାଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ଛୋଟ ଛୋଟ କଥାରେ
now
ଛୋଟ ଛୋଟ କଥାରେ ଯଦି ଆପଣ ରାଗିଯାଉଛନ୍ତି......ଏହି ଉପାୟ ଆପଣାନ୍ତୁ
ଅର୍ଗସ ବ୍ୟୁରୋ: ଯଦି ତୁମେ ଭାବୁଛ ଯେ ତୁମେ ଯାହା କହୁଛ ସବୁ ଠିକ୍, ତେବେ ପ୍ରଥମେ ଏହି ଚିନ୍ତାଧାରାକୁ ପରିବର୍ତ୍ତନ କର କାରଣ ତୁମେ ଯାହା ଦୃଷ୍ଟିକୋଣରୁ ଠିକ୍ ଭାବରେ ବିଚାର କରୁଛ, ତାହା ଅନ୍
DELHI COURT REMANDS
6m ago
ସ୍ୱାତୀ ମାଲିୱାଲଙ୍କୁ ମାରପିଟ୍ କରିଥିବା ନେଇ ହୋଇଥିଲା ଅଭିଯୋଗ
ଅର୍ଗସ ବ୍ୟୁରୋ : ୫ ଦିନିଆ ରିମାଣ୍ଡରେ ଗଲେ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାର । ସ୍ୱାତୀ ମାଲିୱାଲଙ୍କ ଉପରେ ଆକ୍ରମଣ ମାମଲାରେ କୁମାରଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଦିଲ୍ଲୀର ଏ
JOB
13m ago
କୋଭିଡ୍ -19 ସମୟରେ ଏହି ସବୁ ସେକ୍ଟରରେ ସର୍ବାଧିକ ଛଟେଇ ହୋଇଥିଲା
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଚାକିରି କ୍ଷେତ୍ରରେ ଅନକ ଖରାପ ପରିସ୍ଥିତ ଦେଖା ଯାଉଛି । ଯାହାକି କୋଭିଡ୍ -19 ପରଠାରୁ ଟୁରିଜିମ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇପାରିଛି