ଅର୍ଗସ ବ୍ୟୁରୋ: ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କନ ରଥଯାତ୍ରା ବାତିଲ। ରଥଯାତ୍ରା ବଦଳରେ ହେବ ନିତାଇ ଗୌର ସଂକୀର୍ତ୍ତନ। ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଜଣାଇ ନିଷ୍ପର୍ତ୍ତି । ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦର ସୂଚନା। ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଗଜିପତି ମହାରାଜଙ୍କ ସମେତ ଶଙ୍କରାଚାର୍ଯ୍ୟ।