୫ଟି ଗୋରୁ ବୋଝେଇ ପିକଅପ୍ ସହ ୧୩  ଗୋ ମାଫିଆ ଗିରଫ
by Argus News
Wed, Dec 06 | 1:30 p.m.

ମୟୂରଭଞ୍ଜ: ମୟୂରଭଞ୍ଜ ଶୁଳିଆପଦା ପୋଲିସକୁ ବଡ ସଫଳତା । ଗୋ ମାଫିଆଙ୍କୁ ରୋକିବାରେ ସଫଳ ହେଇଛନ୍ତି ଶୁଳିଆପଦା ସିଂଘମ ଥାନା ଅଧିକାରୀ ସୁମିତ ସୋରେନ। ଗୋ ମାଫିଆ ସକ୍ରିୟ ହେଉଥିବା ବେଳେ ଆଜି ପୋଲିସ ହାତରେ ବଡ ସଫଳତା ଲାଗିଛି ୫ଟି ଗୋ ବଝେଇ ପିକପ୍ ସହ ୧୩ ଜଣ ଗୋ ମାଫିଆ ଗିରଫ ହେବା ସହ ୫୬ ଟି ଗୋରୁ ଜବତ ହୋଇଛି।

ଶୁଳିଆପଦା ଥାନା ଅଞ୍ଚଳରେ ଚୋରୀ, ଲୁଟପାଟ, ଚୋରା କାରବାର, ଗୋଚାଲାଣ, ଜୁଆଖେଳ, ଚୋରା ବାଲି, ଚୋରା କାଠ କାରବାର ବଢ଼ିଚାଲିଥିବାବେଳେ ଥାନା ଅଧିକାରୀ ସୁମିତ ସୋରେନ ଆସିବା ପରେ ଚୋରା ବାଲି ମାଫିଆ ଓ ଗୋ ମାଫିଆଙ୍କ ଛାତିରେ ଛନକା ପଶିଛି। ଗୋ ମାଫିଆଙ୍କ ମେଡିକାଲ ଚେକଅପ୍ ହେଉଥିବା ବେଳେ ୫୬ ଟି ଗୋରୁକୁ ପଶ୍ଚିମବଙ୍ଗ ଚାକୁଳିଆ ଗୋ ଶାଳାକୁ ସ୍ଥାନାନ୍ତରିତ କରାଯାଇଛି।   

ଅଧିକ ପଢନ୍ତୁ ଓଡ଼ିଶା ଖବର 

ମୁମ୍ବାଇରୁ ଲଣ୍ଡନ
1m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
3m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
6m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍