ଗୃହପାଳିତ ପଶୁଙ୍କ ଉପରେ ଆକ୍ରମଣ କଲା ବାଘ, ଲୋକେ ଭୟଭୀତ
by Argus News
Sun, Jan 14 | 1:20 p.m.

ଅର୍ଗସ ବ୍ୟୁରୋ:  ଲଖନପୁର ବ୍ଲକ ଅଞ୍ଚଳରେ କଲରାପତରିଆ ବାଘର ଆତଙ୍କ । ବିଭିନ୍ନ ସ୍ଥାନରେ ଗୃହପାଳିତ ପଶୁଙ୍କ ଉପରେ ଆକ୍ରମଣ କଲା ବାଘ । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି । ଏନେଇ ସତର୍କତା କରାଇଛି ବନ ବିଭାଗ । କିଛି ଦିନ ମଧ୍ୟରେ ବାଣିପାହାଡ଼, ଖାଡ଼ୁ ଏବଂ ବଞ୍ଜରୀ ଅଞ୍ଚଳରେ ତିନିଟି ଗୁହାଳରୁ ଛେଳି ଗାଏବ ହେବା ସହ ବଞ୍ଜାରି ଭୁଏପଡ଼ା ଠାରେ ଏକ ଛେଳିର ଶବ ଉଦ୍ଧାର ହୋଇଛି ।

ଯାହାକି କଲରାପତରିଆ ବାଘ ଯୋଗୁଁ ହୋଇଥିବା ନେଇ ସୂଚନା ରହିଛି I  ଅନ୍ୟପଟେ ବନ ବିଭାଗ ଲୋକଙ୍କୁ ସଚେତନ କରୁଥିବା ବେଳେ କାଳରପତରିଆ ବାଘ ବର୍ତ୍ତମାନ ଜନବସତି ମୁହାଁ ହେବା ହେଉଥିବା ବେଳେ ବନ ବିଭାଗ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇ ମୁଣ୍ଡ ଟେକିଛି  । ଏବେ ପୁଣି ଲଖନପୁର ବ୍ଲକ ଜାମବେର୍ନା ଗ୍ରାମରେ ଦେଖିବାକୁ ମିଳିଛି କଲରାପତରିଆ ବାଘର ପାଦ ଚିହ୍ନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

୭୭ତମ
୭୭ତମ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ବର୍ଯ୍ୟାଙ୍କ ଜଲଓ୍ବା
ଅର୍ଗସ ବ୍ୟୁରୋ: ୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୱର୍ଯ୍ୟା । ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡର ନୀଳ ନୟନା। ଫ୍ରାନ୍ସରେ ଆୟୋଜିତ ହେଉଥିବା ଲୋକପ୍ରିୟ ଫିଲ୍
VK PANDIAN
ନବୀନଙ୍କ ସାମ୍ନାରେ ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ପାଣ୍ଡିଆନ !
ଅର୍ଗସ ବ୍ୟୁରୋ: ସଭା ମଂଚରେ ପୁଣି ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ବିଜେଡିର ନମ୍ବର-୨ ନେତା ଭି.କେ ପାଣ୍ଡିଆନ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି'
BJD
ଭୋଟ୍‌ ପାଇଁ ବିଡାବିଡା ନୋଟ୍ ବାଣ୍ଟୁଛି ବିଜେଡି !
ଅର୍ଗସ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଲୋକଙ୍କ ଘରେ ପହଞ୍ଚି ବିଡାବିଡା ନୋଟ୍ ବାଣ୍ଟୁଛନ୍ତି । ସମ୍ବଲପୁର ସଭାରେ ଯୋଗ ଦେବା ସହ ଶଙ୍ଖ ଚିହ୍ନରେ ଭୋ