ମୋବାଇଲରେ କଏଦ ହେଲା ବାରହା ଶିକାର ଦୃଶ୍ୟ
by Argus News
Mon, Feb 12 | 3:08 p.m.

ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଲା ଶିମିଳିପାଳ ଜଙ୍ଗଲରେ ଏକ ଚିତା ବାଘ ବାରହାକୁ ଶିକାର କରୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟକୁ ସୁଟିଂ କଲେ ପର୍ଯ୍ୟଟକ। ଘଟଣା ମୁତାବକ ଗତକାଲି ବାରିପଦାରୁ ଶିମିଳିପାଳ ବୁଲିବାକୁ ପର୍ଯ୍ୟଟକ ଯାଇଥିଲେ। ଚହଲା ଠାରୁ ପିଠାବଟା ଦେଇ ବାରିପଦା ଫେରୁଥିବା ବେଳେ ଭଞ୍ଜାମ ଗେଟର ୩ରୁ ୪କି:ମି ପୂର୍ବରୁ ସନ୍ଧ୍ୟା ୭ଟା ପାଖାପାଖି ରାସ୍ତାରେ ବାଘକୁ ପାଇଲେ। 

ତେବେ ଚିତା ବାଘଟି ସେତିକିବେଳେ ବାରାହାକୁ ଶିକାର କରୁଥିବା ବେଳେ ରାସ୍ତାରେ କିଛି ସମୟ ଧରି ଯାଉଥିବା ଦୃଶ୍ୟକୁ ମୋବାଇଲ ମାଧ୍ୟମରେ ସୁଟିଂ କରିଥିଲେ ପର୍ଯ୍ୟଟକ। ଏହା ଏବେ ଭାଇରାଲ ହେବାରେ ଲାଗିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଓଡ଼ିଶା ପ୍ରଦେଶ କଂଗ୍ରେସ
now
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
3m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍
ରାଜ୍ୟରେ ଲାଗୁ ହେବ
31m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ