ଟିଟିଲାଗଡ଼ ପାଲଟିଛି ତତଲାଗଡ଼   
by Argus News
Thu, Apr 18 | 1:52 p.m.

ବଲାଙ୍ଗିର: ଟିଟିଲାଗଡ଼ ଏବେ ତତଲାଗଡ଼ ପାଲଟିଛି। ଆକାଶ ରୁ ନିଆଁ ବର୍ଷା ହେଲା ଭଳି ଲାଗୁ ଥିବା ବେଳେ ରାସ୍ତାଘାଟ ଗୁଡିକ ଖାଁ ଖାଁ ଲାଗୁଛି।   ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। ସକାଳୁ 9 ରୁ 4 ଟା ପର୍ଯ୍ୟନ୍ତ ଘର ବାହାରକୁ ବାହାରିବା ପାଇଁ ମୁସ୍କିଲ ହୋଇପଡୁଛି।

 ଲୋକେ କାମ ଥିଲେ ହିଁ ବାହାରକୁ ଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଅନେକ ସ୍ଥାନରେ ଜଳ ଛତ୍ର ବ୍ୟବସ୍ଥା ମଧ୍ୟ କରାଯାଇ ନ ଥିବା ଦେଖିବାକୁ ମିଳୁଛି।  ଯାହାକୁ ନେଇ  ସ୍ଥାନୀୟ ଲୋକ ଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇଛି। ଆଖୁ, ଲସି ଦୋକାନ ଗୁଡିକ ମଧ୍ୟ ଖାଁ ଖାଁ ଲାଗୁଛି।  

ଅଧିକ ପଢନ୍ତୁ ଓଡିଶା ଖବର 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ