ଆଜି ଫେବ୍ରୁଆରୀ 29 ତାରିଖ, ବର୍ଷର ସବୁଠାରୁ ଛୋଟ ଦିନ 
by Argus News
Thu, Feb 29 | 7:39 a.m.

 ନୂଆଦିଲ୍ଲୀ:   ଆଜି ଫେବ୍ରୁଆରୀ 29 ତାରିଖ । ବର୍ଷର ସବୁଠାରୁ ଛୋଟ ଦିନ । 2024 ବର୍ଷ ଅଧିବର୍ଷ ହୋଇଥିବାରୁ ୩୬୫ ଦିନ ପରିବର୍ତ୍ତେ ୩୬୬ ଦିନ ହୋଇଥିବାରୁ ଅଧିକ ଗୋଟିଏ ଦିନ ଫେବ୍ରୁଆରୀ ମାସରେ ଯୋଡି ହୋଇଛି । 4 ବର୍ଷ ପରେ ପୁଣିଥରେ ଲିପ୍ ଡେ' ପଡ଼ିଛି । ପୃଥିବୀ ସୌରମଣ୍ଡଳରେ ସୂର୍ଯ୍ୟଙ୍କ ଚାରିପଟେ ଘୂରି ବୁଲୁଛି ।

ପୃଥିବୀର ଗୋଟିଏ ପରିକ୍ରମା କୁ ଏକ ବର୍ଷ ଗଣନା କରାଯାଏ । ଗୋଟିଏ ଥର ପରିକ୍ରମା କରିବାକୁ ପୃଥିବୀକୁ ୩୬୫ ଦିନ ୫ ଘଣ୍ଟା, ୪୮ ମିନିଟ୍ ୪୬ ସେକେଣ୍ଡ ସମୟ ଲାଗିଥାଏ । ବର୍ଷକୁ ପ୍ରାୟ ୩୬୫ ଦିନ ବୋଲି ବିବେଚନା କରାଯାଏ, କିନ୍ତୁ ଏହି ଅତିରିକ୍ତ ୫ ଘଣ୍ଟା, ୪୮ ମିନିଟ୍ ଏବଂ ୪୬ ସେକେଣ୍ଡକୁ ଗଣନାରୁ ବାଦ୍ ଦିଆଯାଏ । ଫଳରେ ପ୍ରତି 4 ବର୍ଷରେ ଏହି ବଳକା ସମୟ ଗୋଟିଏ ଦିନ ଭାବେ ଫେବ୍ରୁଆରୀ ମାସରେ ମିଶିଯାଇଥାଏ । ଏହାକୁ ଅଧିବର୍ଷ କୁହାଯାଏ ।... 
ଅଧିକ ପଢନ୍ତୁ ଭାରତ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ