ଅର୍ଗସ ବ୍ୟୁରୋ : ଆଜି ନୂଆପଡା ଜିଲ୍ଲା ଖଡ଼ିଆଳ ରେ ପ୍ରସିଦ୍ଧ ଐତିହାସିକ ଯୋଡ଼ିଛତର ବୋଏଲ ଯାତ୍ରା l ଗଡ଼ ଦେବୀ ମା ରକ୍ତାମ୍ବରୀ ଏବଂ ଇଷ୍ଟ ଦେବୀ ମା ସମଲେଶ୍ୱରୀଙ୍କ ଯୋଡ଼ି ଛତର ବୋଏଲ ଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମେ l
ଅଧିକ ପଢନ୍ତୁ : ଭାଇ ଜିଉଁନ୍ତିଆ ଓଷାରେ ଏକାଠି ହେଲେ ୨ ହଜାରରୁ ଅଧିକ ମହିଳା
ଖଡ଼ିଆଳ ଗଡ଼ଜାତ ଅଞ୍ଚଳରେ ରାଜା ରାଜୁଡା ଅମଳରେ ଏହା ଚୁଳିଥିବା ବେଳେ ଆଜି ସନ୍ଧ୍ୟା 6 ଟା ରୁ ଖଡ଼ିଆଳ ରାଜ ଦରବାର ରୁ ଯୋଡ଼ି ଛତର ବାହାରି ଖଡ଼ିଆଳ ସହର ପରିକ୍ରମା କରିବ ଏବଂ ରାତି 11 ଟାରେ ଖଣ୍ଡା ଖେଳ ସହ ଖପର ଭଙ୍ଗା ଭଲି ନିଆରା ପରମ୍ପରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l