ଆଜି କାର୍ତ୍ତିକ ମାସର ଶେଷ ସୋମବାର , ଧବଳେଶ୍ବର ପୀଠରେ ଗହଳି
by Argus News
Mon, Nov 11 | 8:39 a.m.

ଅର୍ଗସ ବ୍ୟୁରୋ : ଆଜି କାର୍ତ୍ତିକ ମାସର ଶେଷ ସୋମବାର, ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ଧବଳେଶ୍ୱର । ବାବା ଧବଳେଶ୍ୱରେ ପୀଠରେ ଭକ୍ତଙ୍କ ଗହଳି ଲାଗିଛି । ଧାର୍ମିକ ବିଶ୍ୱାସ ରହିଛି ଏହି ଦିନରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ ।

ଅଧିକ ପଢନ୍ତୁ : ଭିଡ ପାଇଁ ଧ୍ବଜା ବଦଳା ନୀତିରେ ସମୟ ପରିବର୍ତ୍ତନ

ତେଣୁ ଅନେକ ସ୍ଥାନରୁ ସକାଳୁ ଭକ୍ତଙ୍କ ଗହଳି ଲାଗିଛି । ଧୂପ, ଦୀପ ଦେଇ ସମର୍ପଣ ଭାବ ନେଇ ବାବାଙ୍କୁ ପୂଜା କରୁଛନ୍ତି ଭକ୍ତ । ଧବଳେଶ୍ବର ସମେତ ଅନେକ ଶୈବପୀଠରେ ଲାଗିଛଇ ଭକ୍ତଙ୍କ ଗହଳି ।

ROADSHOW
48m ago
ସିଙ୍ଗାପୁରରେ ରୋଡ଼ ସୋ ପରେ ଓଡ଼ିଶା ଫେରିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ
ଅର୍ଗସ ବ୍ୟୁରୋ: ସିଙ୍ଗାପୁରରେ ରୋଡ଼ ସୋ ପରେ ଓଡ଼ିଶା ଫେରିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ସିଙ୍ଗାପୁର ଗସ୍ତ ସଫଳ ହୋଇଛି ଓ ଅନେକ କମ୍ପାନୀ ଉତ୍କର୍ଷ ଓଡିଶା କନକ୍ଳେଭ ର
HAREKRUSHNA
53m ago
ଜାତୀୟ ସ୍ତରରେ ପାଳନ ହେଲା ଉତ୍କଳକେଶରୀଙ୍କ ୧୨୫ ତମ ଜୟନ୍ତୀ
ଅର୍ଗସ ବ୍ୟୁରୋ: ମହାନ ଜନନାୟକ ଓ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଜାତୀୟସ୍ତରରେ କରାଯାଇଛି ପାଳନ। ଭାରତ ସରକାରଙ୍
BJD
58m ago
ବିଜେଡି ନେତାଙ୍କୁ କାଉଣ୍ଟର କଲେ ବିଜେଡି ନେତା
ଅର୍ଗସ ବ୍ୟୁରୋ: ବିଜେଡି ନେତାଙ୍କୁ କାଉଣ୍ଟର କଲେ ବିଜେଡି ନେତା । କିଛି ବିଜେଡି ନେତା ପୁଣି ସରକାରକୁ ଫେରିବା ନେଇ ଦେଖୁଥିବା ଦିବାସ୍ଵପ୍ନ ଉପରେ ପାଣି ଢାଳି ଢାଳିଦେଲେ ବିଜେଡ
ODISHA PARV
‘ଓଡ଼ିଆ ସମାଜ’ ପକ୍ଷରୁ ଦିଲ୍ଲୀରେ ଜାତୀୟ ମଞ୍ଚରେ 'ଓଡ଼ିଶା ପର୍ବ' ଆୟୋଜନ
ଅର୍ଗସ ବ୍ୟୁରୋ: ଓଡ଼ିଶା ପର୍ବର ଇତିହାସ ଓ ପରିକଳ୍ପନା : • ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ ପକ୍ଷର
SUBHADRA
1କୋଟି 16 ଲକ୍ଷରେ ପହଞ୍ଚିଲା ସୁଭଦ୍ରା ଆବେଦନ ସଂଖ୍ୟା
ଅର୍ଗସ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ରେ ୨୫ ଲକ୍ଷ ... ଦ୍ବିତୀୟ ପର୍ଯ୍ୟାୟ ରେ ୩୫ ଲକ୍ଷ । ଏବେ ତୃତୀୟ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେବ