ଆଜି ନାଁ ଉପରେ ଲାଗିପାରେ ମୋହର
by Argus News
Wed, Nov 27 | 7:32 a.m.

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏକନାଥ ସିନ୍ଦେ ନା ଦେବେନ୍ଦ୍ର ଫଡନାଭିସ୍ । ନାଁ ଉପରେ ଲାଗିପାରେ ମୋହର । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ପ୍ରମୁଖ ଦାବିଦାର ଥିବାବେଳେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏଥର ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଧିକ ବୋଲି ମହାରାଷ୍ଟ୍ର ବିଜେପିରେ ଚର୍ଚ୍ଚା ହେଉଛି । ମହାୟୁତିର ବିପୁଳ ବିଜୟ ପରେ ଏବେ କିଏ ହେବେ ମୁଖ୍ୟମନ୍ତ୍ରୀ ତା’ ଉପରେ ରହିଛି ସାରା ଦେଶର ନଜର । ଏହି ଦୁଇ ନେତାଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ମେଣ୍ଟଭୁକ୍ତ ଏନସିପି ଏହି ପଦ ପାଇଁ ଦେବେନ୍ଦ୍ର ଫଡନାଭିସଙ୍କୁ ସମର୍ଥନ କରିଛି । ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏକନାଥ ସିନ୍ଦେ ।

ହାତୀ
27m ago
ମାଆ ଛେଉଣ୍ଡ ହାତୀ ଛୁଆକୁ ଚନ୍ଦକା ଆଣିଲା ବନ ବିଭାଗ
ଅର୍ଗସ ବ୍ୟୁରୋ: ଚନ୍ଦକାକୁ ଆସିଲେ ୨ ହାତୀ ଛୁଆ । ମାଆ ଛେଉଣ୍ଡ ହାତୀ ଛୁଆକୁ ଚନ୍ଦକା ଆଣିଲା ବନ ବିଭାଗ । ସ୍ବତନ୍ତ୍ର ଗାଡ଼ି ଯୋଗେ କଳାହାଣ୍ଡିରୁ ମାସକର ଛୋଟ ହାତୀ ଛୁଆକୁ ଚନ୍ଦକା ଅଣାଯାଇଛି
ଅଧିବେଶନ
49m ago
ଚାଲିଛି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ଵିତୀୟ ଦିନ
ଅର୍ଗସ ବ୍ୟୁରୋ: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ । ପ୍ରଶ୍ନ କାଳରେ ବିଭିନ୍ନ ବିଭାଗର ରହିଛି ଆଲୋଚନା । ଦ୍ବିତୀୟ ଦିନରେ ବି ଗୃହରେ ଲାଗି ରହିପାର
ପୋଲିସ
52m ago
ଏଯାଏ ଶିଶୁର ପତ୍ତା ପାଉନି ପୋଲିସ
ଅର୍ଗସ ବ୍ୟୁରୋ: ବୁର୍ଲା ଭୀମସାରରୁ ନବଜାତକ ଚୋରି ଘଟଣାକୁ ୧୮ ଘଣ୍ଟା ପୂରିଲା। ହେଲେ ଏଯାଏଁ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇପାରିନି। ଦୁଇ ଦିନର ନବଜାତକ ଶିଶୁକୁ ଚୋରି କରି ନେଇଥିବ
ଭିଜିଲାନ୍ସ ଚଢାଉ
କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢାଉ
ଅର୍ଗସ ବ୍ୟୁରୋ: କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ । ଏକକାଳୀନ 7ଟ
EVM
EVM ବଦଳରେ ବାଲାଟ୍ ପେପର ବ୍ୟବହାର ଆବେଦନ ସୁପ୍ରିମକୋର୍ଟରେ ଖାରଜ
ଅର୍ଗସ ବ୍ୟୁରୋ: ଦେଶରେ ହେଉଥିବା ନିର୍ବାଚନରେ ଇଭିଏମ୍ ବଦଳରେ ବାଲାଟ ପେପର ବ୍ୟବହାର କରିବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସୁପ୍ରିମକୋର୍ଟ ଏ ଉପରେ ଏକ ଶୁଣାଣି କର