ଆଜିର ତାଜା ଖବର, ଜାଣନ୍ତୁ ସଂକ୍ଷେପରେ..
by Argus News
Tue, Jul 23 | 2:08 p.m.

ଆଜିର ତାଜା ଖବର

୧- ୨୦୨୪ -୨୫ ବଜେଟ୍ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମିଶନ ପୂର୍ବୋଦୟ ଉପରେ ସରକାରଙ୍କ ଫୋକସ୍ 
୨- ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଅଧିବେଶନ । ବିକଶିତ ଭାରତ ତିଆରି କରାଯିବା ଉପରେ ଦିଆଯିବ ଗୁରୁତ୍ବ ।
୩- ମୋରାଜୀ ଦେଶଆଇଙ୍କ ରେକର୍ଡ ଭାଙ୍ଗିଲେ ନିର୍ମଳା ସୀତାରମଣ । ସପ୍ତମ ଥର ପାଇଁ ବଜେଟ ଅଧିବେଶନ ଉସ୍ଥାପନା କରି ରେକର୍ଡ କଲେ ଅର୍ଥମନ୍ତ୍ରୀ ।
୪- ବଜେଟ ଫୋକସରେ ଗରିବ, ମହିଳା, କୃଷି ତଥା ଯୁବବର୍ଗ । ବିହାର, ଆନ୍ଧ୍ର ପାଇଁ ରହିଛି ବଡ ଘୋଷଣା ।
୫- ଜୁଲାଇ 25 ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟି । ଅର୍ଥମନ୍ତ୍ରୀ ଭାବେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
୬- ବିଧାନସଭା ଆରମ୍ଭରୁ ଗୃହ ମଧ୍ୟରେ ବିଜେଡି ବିଜେପି ମୁହାମୁହିଁ । ୪ଟା ଯାଏଁ ମୁଲତବି ରଖିଲେ ବାଚସ୍ପତି ।
୭- ଭବାନୀ ଶଙ୍କର ଭୋଇ ବିଜେପିର ଉପବାଚସ୍ପତି ପ୍ରାର୍ଥୀ । ବିଧାନସଭା ସଚିବଙ୍କ ପାଖରେ କଲେ ନାମାଙ୍କନ ଦାଖଲ ।
୮- ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଭିଜିବ ଓଡ଼ିଶା। ପ୍ରବଳ ବର୍ଷା ନେଇ ଟ୍ବିନ ସିଟି ସମେତ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। 
୯- ରାଜ୍ୟ ରେ ବନ୍ୟା ର ଆଶଙ୍କା ନାହିଁ । ବର୍ତମାନ ସୁଦ୍ଧା ରାଜ୍ୟରେ ଥିବା ଡ୍ୟାମ ଗୁଡିକର ଜଳସ୍ତର ସ୍ଥିତି ଭଲ ନ ଥିବା ଅଧିକ ବର୍ଷା ରାଜ୍ୟ ପାଇଁ ଭଲ ବୋଲି କହିଛନ୍ତି ଜଳ ସମ୍ପଦ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।
୧୦- ସ୍ବାମୀ ପାଲଟିଲା ରାକ୍ଷସ। ସାମାନ୍ୟ ବଚସାରୁ ସ୍ତ୍ରୀ କୁ  ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ ।

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ