ବଡ ଭାଇକୁ ବଞ୍ଚାଇବାକୁ ଯାଇ ବୁଡିଗଲା ସାନ ଭାଇ
by Argus News
Thu, Apr 18 | 2:36 p.m.

ଯାଜପୁର:  ଖରସ୍ରୋତା ନଦୀରେ ବୁଡି ଦୁଇ ଭାଇ ନିଖୋଜ । ଯାଜପୁର ରୋଡ୍ ଥାନା ଯୋକଡିଆ ନିକଟ ନଦୀରେ ବୁଡି ଦୁଇ ଭାଇ ନିଖୋଜ ହୋଇଥିବା ସୂଚନା ରହିଛି । ବଡ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ମଧ୍ୟ ନଦୀରେ ବୁଡି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ପହଂଚି ଦମକଳ ବାହିନୀକୁ ଖବର ଦେବା ସହ ଘଟଣାର ଅନୁଧ୍ୟାନ କରୁଛି ।

ନିଖୋଜ ଦୁଇ ଭାଇ ସ୍ଥାନୀୟ ଫେରୋକ୍ରମ କଲୋନୀ ନିକଟସ୍ଥ ସିବାନନ୍ଦ ନଗରର ଶାଶ୍ୱତ ସ୍ୱାଇଁ (୨୪) ଓ ସ୍ବାସ୍ତିକ ସ୍ୱାଇଁ (୨୧) ବୋଲି ଜଣାପଡିଛି ।

ଆହୁରି ପଢନ୍ତୁ ଓଡିଶା ଖବର...

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ