ନବବର୍ଷରେ ବଡ ଅଘଟଣ, ଡିଭାଇଡରକୁ ପିଟିଲା କାର୍ 
by Argus News
Sun, Apr 14 | 1:44 p.m.

ଭଦ୍ରକ: ଓଡିଆ ନବ ବର୍ଷରେ ଭୟଙ୍କର ଦୁର୍ଘଟଣା । ଗାଁ ଠୁ ସହର ସବୁଠି ଆନନ୍ଦ ଉଲ୍ଲାସରେ ପଣା ସଂକ୍ରାନ୍ତି ପାଳନ ହେଉଥିବାବେଳେ ଦୁର୍ଘଟଣାରେ ଆଖିବୁଜିଛନ୍ତି ବାପା-ଝିଅ ।  16 ନଂ ଜାତୀୟ ରାଜପଥରେ ଆଖୁଆପଦା ନିକଟରେ ଏହି ଦୁର୍ଘଟଣା ଘଟିଛି ।

ପୁରୀରୁ କଲିକତା ଅଭିମୁଖେ ଫେରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଭାରସ୍ୟାମ ହରାଇ ଡିଭାଇଡ଼ର ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣାରେ ସ୍ତ୍ରୀ, ମାଆ ଓ ଡ୍ରାଇଭର ଗୁରୁତର ଭାବେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

କାଳ
3m ago
ପେଟ୍ରୋଲ ପକାଇବା ହେଲା କାଳ
ଅର୍ଗସ ବ୍ୟୁରୋ: ଜୀବନର ସତ୍ୟ ହେଉଛି ମୃତ୍ୟୁ। କେତେବେଳେ କେମିତି ଆଉ କେଉଁଠି ଆସିବ କାହାକୁ ବି ଜଣାନାହିଁ।ସାମାନ୍ୟରୁ ଅତି ସାମାନ୍ୟ ଜିନିଷ ବି ମୃତ୍ୟୁର କାରଣ ହୋଇପାରେ।ବାଟରେ ଗଲା ବେଳକୁ ବ
BJP PRESIDENT
5m ago
୨୦୨୪ରେ ଲୋକେ ବିକଶିତ ଭାରତ ଖୋଜୁଛନ୍ତି
ଅର୍ଗସ ବ୍ୟୁରୋ : ପଦ୍ମପୁର ସଭାରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ଓଡ଼ିଶାରେ ଶାସନ କିଏ ଚଳାଉଛି ? ଭୋଟ୍ ଜଣକୁ ଦେବେ ସରକାର ଆଉ ଜଣେ ଚଲାଇବ । ଏଭଳି ସରକାର ଆମକ
MURDER
8m ago
ହତ୍ୟାକାଣ୍ଡ ଘଟାଇଛନ୍ତି ଖଲ୍ଲିକୋଟ ରାଣୀଙ୍କ ପୁତୁରା ତଥା ବିଜେଡ଼ି ନେତା ସାକେତ ରାମା ରାଓ !
ବ୍ରହ୍ମପୁର: ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ହିଂସାକାଣ୍ଡ ଘଟଣାରେ ୮ ଗିରଫ ହୋଇଛନ୍ତି । ସେପଟେ ଏନେଇ ଆସ୍କା ଲୋକସଭା ସଂଯୋଜକ ଯଜ୍ଞନାରାୟଣ ଦାଶଙ୍କ ସାଂଘାତିକ ଅଭିଯୋଗ । ହତ୍ୟାକାଣ୍