କାର୍ଯ୍ୟକ୍ରମରେ ପୁରସ୍କାର ଦେବାବେଳେ ଖଦିକୁ ପ୍ରାଧାନ୍ୟ ଦେବାକୁ UGCର ନିର୍ଦ୍ଦେଶ 
by Argus News
Thu, Feb 15 | 5:06 p.m.

ଅର୍ଗସ ବ୍ୟୁରୋ: ସବୁ ବିଶ୍ୱ ବିଦ୍ୟାଳୟ ଓ କଲେଜକୁ ୟୁଜିସିର ଚିଠି । ବିଶ୍ୱ ବିଦ୍ୟାଳୟ ଓ କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ ସମୟରେ କାହାକୁ ପୁରସ୍କାର ଦିଆଯିବା ସମୟରେ ଖଦିକୁ ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ । ସେମିନାର, ସମ୍ମିଳନୀ, ବିଦାୟୀକାଳୀନ ସମ୍ବର୍ଦ୍ଧନା , ପୁରସ୍କାର ଦେବା ବେଳେ ଖଦି ଉତ୍ତରୀୟ କିମ୍ବା ସାଲ୍, ଦେବାକୁ ନିର୍ଦ୍ଦେଶ । 

ଯାହା ଫଳରେ ଆତ୍ମନିର୍ଭର ବାର୍ତ୍ତା ସହ ଛାତ୍ରଛାତ୍ରୀ ଜାଣିବେ ଖଦି ଓ ଭାରତର ସମ୍ପର୍କ । ସେପଟେ ଖଦି ସହ ବହି ମଧ୍ୟ ଉପହାର ସ୍ୱରୂପ ଦିଆଗଲେ ସମସ୍ତେ ଭାରତୀୟ ସାହିତ୍ୟ ଓ ସଂସ୍କୃତିକୁ ଜାଣିବା ସହ ଏହି ପରମ୍ପରାକୁ ଆଗକୁ ନେବାରେ ସହାୟକ ହେବେ । ଯାହାକୁ ନେଇ ଆଜି ୟୁଜିସି ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ଓ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଜାରି କରିଛି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ