ଶିମିଳିପାଳ ଅଭୟାରଣ୍ୟରେ ଅଣାୟତ୍ତ ନିଆଁ, ଆଜି ପୁଣି ୩୦ଟି ସ୍ଥାନରେ ଲାଗିଛି ନିଆଁ
by Argus News
Sun, Apr 21 | 9:31 a.m.

ଅର୍ଗସ ବ୍ୟୁରୋ:  ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଅଣାୟତ୍ତ ନିଆଁ । ଆଜି ପୁଣି 30ଟି ସ୍ଥାନରେ ଲାଗିଛି ନିଆଁ । ଉତ୍ତର ଶିମିଳି ପାଳର ଗୁଡୁ ଗୁଡ଼ିଆ, କେନ୍ଦୁ ମୁଣ୍ଡି ଏବଂ ଦକ୍ଷିଣ ଶିମିଳିପାଳର ତାଳବନ୍ଧ ଡୁକୁରା ରେଞ୍ଜରେ ଅଧିକ ପରିମାଣରେ ନିଆଁ ଲାଗିଛି । ଗୋଟାଏ ପାହାଡରୁ ଅନ୍ୟ ପାହାଡକୁ ଡେଇଁ ଚାଲିଛି । ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଉଛି । ନିଆଁକୁ ଲିଭାଇବାରେ ନାକେଦମ୍ ହୋଇପଡିଲାଣି ବନବିଭାଗ । ଗତକାଲି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ନୁହେଁ ୧୩ଟି ପଏଣ୍ଟରେ ଲାଗିଥିଲା ନିଆଁ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ