ବିଜେଡିକୁ ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
by Argus News
Thu, May 09 | 11:54 a.m.

ଅର୍ଗସ ବ୍ୟୁରୋ:  ବିଜେଡିକୁ ସିଧା ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡିର ପ୍ରଧାନମନ୍ତ୍ରୀ ଚେହେରା କିଏ ବୋଲି ପ୍ରଶ୍ନ କଲେ ଧର୍ମେନ୍ଦ୍ର । ଲୋକସଭାରେ ପ୍ରତିଦ୍ୱନ୍ଦ୍ଵିତା କରୁଥିବା ଲୋକଙ୍କୁ ପ୍ରଶ୍ନ ସେମାନଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ? । `ବିଜେଡିକୁ ଡର ପଶିଗଲାଣି, ବିଜେଡିକୁ ଓଡ଼ିଆ ଲୋକ ଭାଙ୍ଗିଦେବେ' । ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେନି, ଲୋକଙ୍କୁ ଠକିଲେ ଲୋକେ ଭାଙ୍ଗିଦିଅନ୍ତି । ଏଥର ଲୋକେ ବିଜେଡିକୁ ହରାଇ ଭାଙ୍ଗିଦେବେ ବୋଲି କହିଲେ ଧର୍ମେନ୍ଦ୍ର । ସମ୍ବଲପୁର ଯାହା ନିର୍ଣ୍ଣୟ କରିବ ସାରାଦେଶ ଦୋହରାଇବ, ସମ୍ବଲପୁର ମୋଦିଙ୍କ ସାଙ୍ଗରେ ଅଛି । ନରେନ୍ଦ୍ର ମୋଦି ଆମର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ।

ଏକତରଫା ଭାବେ ଏଥର 21ରୁ 21ଟି ଲୋକସଭା ପ୍ରାର୍ଥୀଙ୍କୁ ଲୋକେ ଭୋଟ୍‌ଦେବେ । 10 ବର୍ଷରେ ଓଡ଼ିଶାକୁ ବ୍ୟାପକ ଅନୁଦାନ ଆସିବା ସହ ବଡ଼ବଡ଼ ପ୍ରକଳ୍ପ ହୋଇଛି ।  ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆସ୍ଥା, ଭରସା ବଢ଼ିଛି । `ବିଜେଡି ମୂଳ ପ୍ରଶ୍ନର ଉତ୍ତର ରଖୁନି, ଅଯଥା ଯୁକ୍ତି କରୁଛି' । ଲୋକେ କାହିଁକି ଦାଦନ ଖଟିବାକୁ ଯାଉଛନ୍ତି, ମେଡିକାଲରେ କାହିଁକି ଡାକ୍ତର ନାହାନ୍ତି ? । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ କହି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ । ହିଞ୍ଜିଳିରେ ଶୀତଳଭଣ୍ଡାର ନାହିଁ କହି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ ।  ଗରିବଙ୍କ ଦୁଃଖ କ'ଣ ଜାଣିଛନ୍ତି ମୋଦି, ତାଙ୍କ ନେତୃତ୍ବରେ ଓଡ଼ିଶାର ଦ୍ରୁତ ବିକାଶ ହେବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

IRAN PRESIDENT
3m ago
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍
MODI
32m ago
ମୋଦିଙ୍କ ରୋଡ଼ ସୋ' : ସାମିଲ ହେଲେ ହଜାର ହଜାର ଲୋକେ
ଅର୍ଗସ ବ୍ୟୁରୋ : ଚାଲିଛି ମୋଦିଙ୍କ ରୋଡ଼ ସୋ' । ଶ୍ରୀଜଉଙ୍କ ଦର୍ଶନ ପରେ ବଡ଼ଦାଣ୍ଡରୁ ଆରମ୍ଭ କରିଛନ୍ତି ରୋଡ ସୋ' । ଏହି ରୋଡ଼ ସୋ'ରେ ଦେଖିବାକୁ ମିଳୁଛି ଲୋକଙ୍କ
MODI
51m ago
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ