ଉତ୍ତରପ୍ରଦେଶ: 7 ଲକ୍ଷ 36 ହଜାର କୋଟିର ବଜେଟ୍ ଐତିହାସିକ ବଜେଟ୍
by Argus News
Sun, Feb 11 | 9:40 p.m.

ଅର୍ଗସ ବ୍ୟୁରୋ:  ଆଗାମୀ 3 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ଵର ତୃତୀୟ ବୃହତ୍ତ ଅର୍ଥନୀତି ହେବ୍‌ ହବାକୁ ଯାଉଛି । ଏଭଳି ସମୟରେ ଉତ୍ତରପ୍ରଦେଶର 7 ଲକ୍ଷ 36 ହଜାର କୋଟିର ବଜେଟ୍ ଐତିହାସିକ ବର୍ଷର ଐତିହାସିକ ବଜେଟ୍ । ଉତ୍ତରପ୍ରଦେଶ ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଗାଁ ଗାଁରେ ପହଞ୍ଚୁଥ‌ିବା ବେଳେ ଏହା ଏକ ଉତ୍ତମ ପ୍ରୟାସ । ବଜେଟରେ ଉତ୍ତରପ୍ରଦେଶକୁ ଅନ୍ତୋଦୟରୁ ବିକଶିତ ଅର୍ଥବ୍ୟବସ୍ଥା ପର୍ଯ୍ୟନ୍ତ, ଭିତ୍ତିଭୂମିରୁ ଇଜ୍ ଅଫ୍ ଲିଭିଙ୍ଗ ପର୍ଯ୍ୟନ୍ତ, ଇଜ୍ ଅଫ୍ ଡୁଇଙ୍ଗ ବିଜିନେସରୁ ଇନଭେଷ୍ଟମେଣ୍ଟର ଡ୍ରିମ୍ ଡେଷ୍ଟିନେସନ ପର୍ଯ୍ୟନ୍ତ ଆସ୍ଥାରୁ ଅର୍ଥବ୍ୟବସ୍ଥା ପର୍ଯ୍ୟନ୍ତ ସବୁକୁ ଗୁରୁତ୍ବ ଦିଆଯାଇଛି । ସେଥ‌ିପାଇଁ ଉତ୍ତରପ୍ରଦେଶ ଦେଶରେ ଦ୍ଵିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହୋଇପାରିଛି ବୋଲି କହିଛନ୍ତି ଯୋଗୀ ।

ଅଧିକ ପଢ଼ନ୍ତୁ ଦେଶ ଖବର:
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ