ବିଦେଶରେ ବନ୍ଦେ ଉତ୍କଳ ଜନନୀ
by Argus News
Mon, Apr 01 | 8:59 p.m.

ଅର୍ଗସ ବ୍ୟୁରୋ : ବିଦେଶରେ ବନ୍ଦେ ଉତ୍କଳ ଜନନୀ । ପ୍ରବାସୀ ଓଡ଼ିଆ ସଙ୍ଗଠନ - All Russia Odia Samaj ପକ୍ଷରୁ ପାଳିତ ହୋଇଛି ଉତ୍କଳ ଦିବସ । ରୁଷିଆର ମସ୍କୋ ରେ ରହୁଥିବା ପ୍ରବାସୀ ଓଡ଼ିଆ ୧୯୯୬ ମସିହାରୁ ନିରବିଚ୍ଛିନ୍ନ ଭାବେ ପ୍ରତି ବର୍ଷ ଓଡ଼ିଶା ଦିବସ ପାଳନ କରିଆସୁଛନ୍ତି । 

ଅଧିକ ପଢନ୍ତୁ ବିଦେଶ ଖବର

ଚଳିତ ବର୍ଷ ମନ୍ତ୍ରପାଠ କରି ତିରୁପତି ପଣ୍ଡା ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରିଥିଲେ । ସମାଜର ପୁରୋଧା ସନ୍ତୋଷ ମିଶ୍ର ମା ମାଟିର ଗୌରବ ଗାଥା ମନେପକାଇ କାାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ରୁଷିଆରେ କାର୍ଜ୍ୟରତ ଓଡ଼ିଆମାନେ ଦୁଇ ଦିନ ଧରି ପାଳନ କରିଛନ୍ତି ଉତ୍କଳ ଦିବସ । ନୃତ୍ୟ ଗୀତରେ ମୁଖରିତ ହୋଇଛି ସଭାସ୍ଥଳ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ