ଆସିଲା ମେସେଜ୍, ଟନେଲରେ ଭଲ ଅଛନ୍ତି ଓଡ଼ିଆ
by Argus News
Thu, Nov 16 | 7:41 p.m.

ଅର୍ଗସ ବ୍ୟୁରୋ : ଉତ୍ତରକାଶୀ ଟନେଲ୍‌ରେ ଫସି ରହିଛନ୍ତି ୪୦ ଶ୍ରମିକ  ଘଟଣା । ଟନେଲରେ ଫସିଥିବା ଜଣେ ଓଡ଼ିଆଙ୍କ ଆସିଲା ପ୍ରଥମ ମେସେଜ୍‌ । ଫସିଥିବା ମୟୂରଭଞ୍ଜର ଧୀରେନ୍‌ ନାଏକଙ୍କ ମେସେଜ୍‌ ଆସିଲା । ସାଙ୍ଗରେ ଯାଇଥିବା ବେଢ଼ାକୁଦର ଅଞ୍ଚଳର କ୍ଷୀରୋଦ ନାଏକ ଧୀରେନଙ୍କ ପରିବାରକୁ ଜଣାଇଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଲାଗିଥିବା ସ୍ଵତନ୍ତ୍ର ପାଇପ୍‌ ଯୋଗେ ଧୀରେନ୍‌ କଥା ହୋଇଥିବା ଜଣାପଡ଼ିଛି । ଟନେଲ୍‌ ଭିତରେ ସମସ୍ତେ ଭଲରେ ଅଛୁ ବୋଲି ଧୀରେନ୍‌ କହିଥିବା କହିଲେ । ୪୦ ଜଣଙ୍କ ମଧ୍ୟରେ ଆମେ ୫ ଓଡ଼ିଆ ଭଲରେ ଅଛୁ ବୋଲି କହିଛନ୍ତି । ଅନ୍ୟ କିଛି ଲୋକଙ୍କ ଦେହ ସାମାନ୍ୟ ଖରାପ ଅଛି, ଯିବାକୁ ବ୍ୟସ୍ତ ହେଉଛନ୍ତି ବୋଲି କହିଲେ ।

ରୋଡ ସୋ'
35m ago
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍
ଦାଦାଗିରି
ଭଟଲିରେ ସୁଶାନ୍ତ ସିଂଙ୍କ ଦାଦାଗିରି
ଭୁବନେଶ୍ୱର: ଭଟଲିରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଦାଦାଗିରି । ରାମାୟଣ ପରେ ମହାଭାରତ କରିବାକୁ ଚେତାବନୀ । ଭୋଟରଙ୍କୁ ଧମକ ଦେଉଛନ୍ତି ସୁଶାନ୍ତଙ୍କ ଗୁଣ୍ଡାବାହିନୀ