SDJM କୋର୍ଟରେ ହାଜର ହୋଇପାରନ୍ତି ବିଜୟ ଶଙ୍କର ଦାସ ଓ ସୋମାଲିକା
by Argus News
Fri, Feb 23 | 9:35 a.m.

ଜଗତସିଂହପୁର: ଆସନ୍ତା 27 ତାରିଖରେ ଜଗତସିଂହପୁର SDJM କୋର୍ଟରେ ହାଜର ହୋଇପାରନ୍ତି ବିଜେଡି ବିଧାୟକ ବିଜୟ ଶଙ୍କର ଦାସ । ସେହି ଦିନ ଦିନ ସୋମାଲିକା କୋର୍ଟରେ ହାଜର ହେବାପାଇଁ ମାନ୍ୟବର କୋର୍ଟ ନୋଟିସ କରିଛନ୍ତି । ତେବେ ସେହି ଦିନ ତିର୍ତ୍ତୋଲ ବିଜେଡି ବିଧାୟକ ମଧ୍ୟ ଉପସ୍ଥିତ ରହିପାରନ୍ତି ।

ବିଧାୟକ ସେକ୍ସ ରାକେଟ, ଅନେକ ନାରୀମାନଙ୍କ ସହିତ ସମ୍ପର୍କ ରହିଥିବା ନେଇ ତାଙ୍କ ବାନ୍ଧବୀ ସୋମାଲିକା ଦାସ ଅଭିଯୋଗ କରିଥିଲେ । ବିଧାୟକ ପ୍ରେମ କରି ମଧ୍ୟ ସୋମାଲିକାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ପ୍ରତାରଣା ଭଳି ଅନେକ ଘଟଣା ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ ସୋମାଲିକା । 

ପୋଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୋଗର ସମସ୍ତ ତଥ୍ୟ କୋର୍ଟରେ ଦାଖଲ କରିଥିଲେ।  ତେବେ ଆସନ୍ତା ଫେବୁୟାରୀ ୨୭ ତାରିଖ ଦିନ ଉଭୟ ଜଗତସିଂହପୁର SDJM କୋର୍ଟରେ ହାଜର ହେବା ନେଇ ସୂଚନା ମିଳିଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

DADANA
23m ago
ଦାଦନ ଯନ୍ତ୍ରଣାରେ ଛଟପଟ ସାରା ଓଡ଼ିଶା
ଅର୍ଗସ ବ୍ୟୁରୋ: ୨୫ ବର୍ଷର ସରକାର ହେଲେ ଲୋକଙ୍କୁ କିଛି ଦେଇନାହିଁ । ଏକଥା ଆମେ କହୁନୁ । କହୁଛନ୍ତି ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ଏ ବୟସ୍କ ବ୍ୟକ୍ତି ଜଣଙ୍କ । 326 ନମ୍ବ
VILLAGE
37m ago
ଗାଁ ଗାଁର ବିକାଶର ନାରା କେବଳ ପ୍ରହସନ ସଦୃଶ୍ୟ
ଅର୍ଗସ ବ୍ୟୁରୋ: ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଏହି ଗ୍ରାମ, ଗାଁକୁ ଯିବାକୁ ହେଲେ ଅଙ୍କା ବଙ୍କା ଗୋଡି ମାଟି ଜଙ୍ଗଲ ରାସ୍ତା, ରାସ୍ତାରେ ପ୍ରତି ପାଦେ ପାଦେ ବିପଦ, ଗ୍ରାମରେ କେବ
ବିଜେଡି ସରକାର
40m ago
ବିଜେଡି ସରକାର ଚଳାଉଛି କିଏ ?
ବରଗଡ: ବରଗଡ଼ରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି । ଆସୁ ଆସୁ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କରିଛନ୍ତି ସିଧା ଆଟାକ୍। ମହାନ୍ ରାଜ୍ୟ ଓଡ଼ିଶା, ତାର ସଂସ୍କୃତ