ବିଭିନ୍ନ ଶକ୍ତି ପୀଠ ବୁଲି ପୂଜାର୍ଚ୍ଚନା କଲେ ମୃଦୁଳା ଠାକୁର ପ୍ରଧାନ
by Argus News
Sun, Jul 07 | 8:00 a.m.

ଅନୁଗୁଳ:  ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଶକ୍ତି ପୀଠ ବୁଲି ପୂଜାର୍ଚ୍ଚନା କରିଛନ୍ତି ବିକାଶ ଫାଉଣ୍ଡେସନ୍ ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ। ଅନୁଗୋଳ ଜିଲ୍ଲାର ତଳମୁଳଠାରେ ଥିବା ଦୁର୍ଗା ମାଧବ ମନ୍ଦିର ପରିଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି। ସେଠାରେ ଗ୍ରାମବାସୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ସହିତ ଗାଁର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲେ।

ଏହାପରେ ସେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଥିବା ଅମ୍ବିଠି ବନ ଦୂର୍ଗାଙ୍କ ମନ୍ଦିରକୁ ଯାଇଥିଲେ I ସେଠାରେ ହିନ୍ଦୋଳ ବିଧାୟୀକା ସୀମାରାଣୀ ନାୟକ ସ୍ଵାଗତ କରିଥିଲେ।  ମୃଦୁଳା ଠାକୁର ପ୍ରଧାନଙ୍କ ସହିତ ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ଥି ବେହେରା, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଓ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଉପସ୍ଥିତ ଥିଲେ I

ଅଧିକ ପଢନ୍ତୁ ଓଡ଼ିଶା ଖବର  

 

ନିଯୁକ୍ତି ପତ୍ର
9m ago
ଏକକାଳୀନ ୧୬ ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ସୁଦୃଢ କରିବା ପାଇଁ ବିଜେପି ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ୧୬ ହଜା
କାଶତଣ୍ଡି
22m ago
ଆସୁଛନ୍ତି ମା,ସ୍ବାଗତ ଅପେକ୍ଷାରେ କାଶତଣ୍ଡି
ଅର୍ଗସ ବ୍ୟୁରୋ:ସଭିଙ୍କ ଅପେକ୍ଷା ତାଙ୍କ ପାଇଁ, ମାଙ୍କ ଆଗମନକୁ ସ୍ବାଗତ କରିବା ପାଇଁ କାଶତଣ୍ଡିର ଅପୂର୍ବ ସମ୍ଭାର ସହ ଚାରିଆଡେ ପସରା ମେଲାଇଛି,ପ୍ରକୃତି ମା ସବୁଜ ଶାଢ
MOBILE
24m ago
ଭାରତରେ ଆଉ ଚାଲିବନି OnePlus, POCO ଫୋନ !
ଅର୍ଗସ ବ୍ୟୁରୋ: ଆଜିକାଲି କମ୍‌ ଦାମରେ ଭଲ ଆଣ୍ଡ୍ରଅଡ ଫୋନ ଧରିବାକୁ ସମସ୍ତଙ୍କ ଇଛା ଥାଏ। ଯାହାକୁ ଦୃଷ୍ଟିରେ ରଖି ବଜାରରେ ଭିନ୍ନ ଭିନ୍ନ ବ୍ରାଣ୍ଡର ଫୋନ ମଧ୍ୟ ଉପଲବ୍