ପ୍ରଣବ  ବଳବନ୍ତରାୟଙ୍କ ଉପସ୍ଥିତିରେ ଭଙ୍ଗାରୁଜା କଲେ  ବିଜେଡି  କର୍ମୀ  
by Argus News
Mon, May 27 | 7:07 p.m.

ଯାଜପୁର:  ଧର୍ମଶାଳାରେ  ବିଜେଡି କର୍ମୀଙ୍କ ଲଙ୍କାକାଣ୍ଡ।  ଧର୍ମଶାଳା ଓସାରାରେ  ବିଜେଡି କର୍ମୀଙ୍କ ଭଙ୍ଗାରୁଜା ।  ବିଧାୟକ ପ୍ରଣବ  ବଳବନ୍ତରାୟଙ୍କ ଉପସ୍ଥିତିରେ  ଭଙ୍ଗରୁଜା ହୋଇଥିବା ସୂଚନା। ସୂଚନାମୁତାବକ, ରାଲିରେ  ଯାଉଥିବାବେଳେ ସାମାନ୍ୟ  ବଚସାରୁ ଭଙ୍ଗାରୁଜା ହୋଇଥିଲା।  

ଜଣେ ପୂର୍ବତନ ସରପଞ୍ଚ କାର୍‌ ରେ ଘରକୁ ଫେରିଲା ବେଳେ ହୋଇଥିଲା ସାମ୍ନାସାମ୍ନି ।  ତେବେ ପୂର୍ବତନ  ସରପଞ୍ଚ ଙ୍କ କାର୍‌ ବିଜେଡି କର୍ମୀଙ୍କ ଦେହରେ ବାଜିଥିବା ଅଭିଯୋଗ।  ପୁର୍ବତନ  ସରପଞ୍ଚଙ୍କ ମାର୍କେଟ କମ୍ପ୍ଲେକ୍ସରେ  ପଶି ଭାଙ୍ଗିଲେ ବିଜେଡି କର୍ମୀ। ସୂଚନାମୁତାବକ ସ୍କର୍ପିଓ ମାଡିଯିବାରୁ ୩ରୁ ୪ ଜଣଙ୍କ ବାଇକ୍‌ ଭାଙ୍ଗିବା ସହ ଦୁଇ ଜଣ ବ୍ୟକ୍ତିଙ୍କ ଗୋଡ ଭାଙ୍ଗିଥିବା ସୂଚନା। ଏହି ଦୁର୍ଘଟଣା ପରେ ମାଣ୍ଡିଆ ଛକରେ ଉତ୍ତେଜନା  ବୃଦ୍ଧି ପାଇଛି। ଘଟଣାସ୍ଥଳରେ  ଯାଜପୁର  ଏସପି  ପହଞ୍ଚିଛନ୍ତି ଭିନିତ ଅଗ୍ରଓ୍ୱାଲ।    
 

ରାଜ୍ୟରେ ଲାଗୁ ହେବ
11m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର