ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମରେ ଆପ୍ କର୍ମୀଙ୍କ ଜୋରଦାର ବିରୋଧ
by Argus News
Fri, Feb 09 | 12:54 p.m.

ସୁବର୍ଣ୍ଣପୁର :  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଲାପଥର ପଞ୍ଚାୟତରେ ଗତକାଲି ଚାଲିଥିବା ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା କାର୍ଯ୍ୟକ୍ରମରେ ଆପ୍ କର୍ମୀଙ୍କ ଜୋରଦାର ବିରୋଧ । ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ଆସିଥିବା କଳାପଥର ପଂଚାୟତର 50 ଲକ୍ଷ ଟଙ୍କାରୁ 17 ନମ୍ବର ୱାର୍ଡକୁ ଟଙ୍କା ଟିଏ ମଧ୍ୟ ଦେଇନାହାନ୍ତି l ଏହାକୁ ନେଇ ଆପ କର୍ମୀମାନେ ସେଠାରେ ବିରୋଧ କରିଥିଲେ l

ଅଧିକ ପଢନ୍ତୁ : ଜୀବନ ନେଇଗଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ !

ବିରୋଧ କରିଥିବା ସମୟରେ ବିଜେଡି କର୍ମୀ ଏବଂ ଆପ କର୍ମୀମାନେ ଧସ୍ତା ଧସ୍ତି ହେଇଥିଲେ ଏବଂ ସଚେତନତା କାର୍ଯ୍ୟ କର୍ମରେ କିପରି ଭାବରେ କଲେଜ ପିଲା ମାନଙ୍କୁ ଏବଂ ସ୍କୁଲ ଛାତ୍ରମାନଙ୍କୁ ଆଣିଛ ବୋଲି ପ୍ରଶ୍ନ କରିଥିଲେ । ଫଳରେ ଉପସ୍ଥିତ ଥିବା ବ୍ଲକ କର୍ମଚାରୀ, ବିଡ଼ିଓ କରିସ୍ମା ଭେସରା, କଳାପଥର ସରପଞ୍ଚ, ଅଧାରୁ କାର୍ଯ୍ୟ କର୍ମ ବନ୍ଦ କରିଥିଲେ । ପରେ ବୁଝା ସୂଝା କରି ପୁଣି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ଧୂଳି ଝଡ଼
4m ago
ମୁମ୍ବାଇରେ ପ୍ରବଳ ଧୂଳି ଝଡ଼ ଯୋଗୁଁ ଭାଙ୍ଗିଲା ହୋର୍ଡିଂ, 3 ମୃତ
ନୂଆଦିଲ୍ଲୀ: ମୁମ୍ବାଇରେ ପ୍ରବଳ ଧୂଳି ଝଡ଼ ଯୋଗୁଁ ଭାଙ୍ଗିଲା ହୋର୍ଡିଂ। ଘାଟକୋପରରେ ହୋର୍ଡିଂ ତଳେ ଚାପି ହୋଇ 3 ମୃତ। 59 ଆହତ, 67 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବ
ଭୋଟ୍
8m ago
ନିରବ ଓଡ଼ିଶା ସରକାର, ନିର୍ବାଚନ ଅଧିକାରୀଙ୍କ ନୀତି ଉପରେ ଉଠିଲା ପ୍ରଶ୍ନ ?
କୋରାପୁଟ: ନିର୍ବାଚନରେ କୋଟିଆରେ ଅଭାବନୀୟ ପରିସ୍ଥିତି । ସମାନ ମତଦାତା ଓଡ଼ିଶା ଓ ଆନ୍ଧ୍ର ପ୍ରାର୍ଥୀଙ୍କ ପାଇଁ ଦେଲେ ଭୋଟ୍ । ସବୁ ଜାଣି ନିରବ ଓଡ଼ିଶା ସରକାର, ନିର୍ବାଚନ ଅଧିକାରୀଙ୍
MAP
19m ago
ନୂଆ ନକ୍ସା ନେପାଳର ଶହେ ଟଙ୍କିଆ ନୋଟରେ ସ୍ଥାନିତ
ଅର୍ଗସ ବ୍ୟୁରୋ : ନେପାଳର ନୂଆ ନକ୍ସାକୁ ଭାରତର ବିରୋଧ ପରେ ଇସ୍ତଫା ଦେଲେ ନେପାଳ ରାଷ୍ଟ୍ରପତିଙ୍କ ଅର୍ଥନୈତିକ ଉପଦେଷ୍ଠା ଚିରଞ୍ଜିବୀ ନେପାଳ । ନୂଆ ନେପାଳ ନକ୍ସା ପ୍ରସ୍ତୁତି ସମୟରେ ଭୁ