ବିରାଟଙ୍କ ମହାନତା: ରିଙ୍କୁ ସିଂହଙ୍କୁ ବ୍ୟାଟ ଦେଲେ ଉପହାର
by Argus News
Sun, Mar 31 | 7:27 p.m.

ଅର୍ଗସ ବ୍ୟୁରୋ: ଶୁକ୍ରବାର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ କେକେଆର୍‌ଠୁ ଆର୍‌ସିବି ପରାଜିତ ହୋଇଥିଲା। ତଥାପି ଖେଳୁଆଡ଼ ମନୋଭାବ ପ୍ରଦର୍ଶନ କରି ମ୍ୟାଚ୍‌ ଶେଷ ହେବା ପରେ ଆର୍‌ସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି କେକେଆର ଉଦୀୟମାନ ଖେଳାଳି ରିଙ୍କୁ ସିଂହଙ୍କୁ ଏକ ବ୍ୟାଟ୍‌ ଉପହାର ଦେଇଥିଲେ। ଏହି ଉପହାର ପାଇବା ପରେ ରିଙ୍କୁ ସୋସିଆଲ ମିଡିଆରେ କୋହଲିଙ୍କୁ ବ୍ୟାଟ୍‌ ଓ ପରାମର୍ଶ ପାଇଁ ଧନ୍ୟବାଦ ଜଣାଇଥିଲେ। 

୩ ଦିନ ହେଲା ପେନକିଲର ନେଉଥିଲେ କିନ୍ତୁ କାଲି ମ୍ୟାଚରେ ସାଜିଲେ ହିରୋ

ଉତ୍ତର ପ୍ରଦେଶର ରିଙ୍କୁ ଗତବର୍ଷ ଆଇପିଏଲ୍‌ରେ ୟଶ ଦୟାଲଙ୍କୁ ଲଗାତାର ୫ ଛକା ମାରି ଦଳର ୨୦୦+  ଜିତିନେଇଥିଲେ। ଏହାପରଠୁ ସେ ଚାରିଆଡ଼େ ଆକର୍ଷଣର କେନ୍ଦ୍ର ପାଲଟିଯାଇଥିଲେ। ଭାରତୀୟ ଦଳରେ ମଧ୍ୟ ସାମିଲ ‌ହୋଇଥିଲା। ଆଇପିଏଲ୍‌ରେ ରିଙ୍କୁ ୧୫ ମ୍ୟାଚ୍‌ରୁ ୮୯ ହାରରେ ୩୫୬ ରନ୍‌ ସଂଗ୍ରହ କରିଛନ୍ତି।
 

ରାଜ୍ୟରେ ଲାଗୁ ହେବ
26m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର