ପଦାରେ ପଡିଛି ରାଜ୍ୟ ସରକାରଙ୍କ ବିକାଶର ଗୁମର କଥା
by Argus News
Mon, Apr 08 | 10:50 a.m.

ଅର୍ଗସ ବ୍ୟୁରୋ: ପଦାରେ ପଡିଛି ରାଜ୍ୟ ସରକାରଙ୍କ ବିକାଶର ଗୁମର କଥା । ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ନିର୍ବାଚନ ମଣ୍ଡଳୀରେ ଜଳ ସମସ୍ୟା l ସଇଁନ୍ତଲା ବ୍ଲକ କନ୍ଦକେଲଗା ପଂଚାୟତ ଲାଚୁଟ  ଗାଁ ଲୋକଙ୍କ ପାଇଁ ଶୋଷ ମେଣ୍ଟାଉଛି ବାଳୀଚୁଆ ପାଣି। ଚୁଆଁରୁ ପାଣି ସଂଗ୍ରହ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ମଧ୍ୟ ପଡୁଛି। 400 ରୁ ଅଧିକ  ପରିବାର ଲାଚୁଟ ଗାଁରେ ରହୁଛନ୍ତି ।

କିନ୍ତୁ ଗାଁରେ ଥିବା ନଳକୂଅରୁ ଭଲ ପାଣି ବାହାରୁ ନ ଥିବା ଯୋଗୁଁ ନଦୀରୁ ପାଣି ଆଣିବାକୁ ବାଧ୍ୟ ହେଉଛୁ ବୋଲି ଲୋକମାନେ କହିଛନ୍ତି । ଏନେଇ ସେମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି । ନିର୍ବାଚନ ପୂର୍ବରୁ ପାଣି ନ ମିଳିଲେ ଭୋଟ୍ ବର୍ଜନ କରିବାକୁ ସେମାନେ ଚେତବାନୀ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

SP
2m ago
ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି: ମୋଦି
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ମୋଦିଙ୍କ ମାରାଥନ ପ୍ରଚାର । ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
HIMANTA
17m ago
ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି: ହିମନ୍ତ ବିଶ୍ୱଶର୍ମା
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି । ଜଟଣୀ ଛତାବରର
TUKUNI
39m ago
ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା !
ଅର୍ଗସ ବ୍ୟୁରୋ: ଟୁକୁନି ସାହୁଙ୍କ ଗୁଣ୍ଡାଙ୍କ ଆତଙ୍କରାଜ୍ ! ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା ! ପୁଣି ସୀମା ଟପିଲେ ମନ୍ତ୍ରୀ ଟୁକୁନି ସାହୁଙ୍