ଅଜବ ନିୟମ , ଭୋଟ ଗ୍ରହଣ କେନ୍ଦ୍ରକୁ ଅନୁମତି ନାହିଁ ନାଲି ଗାମୁଛା
by Argus News
Sat, May 25 | 6:01 p.m.

ପୁରୀ : ପିପିଲି ମଙ୍ଗଳପୁର ରେ ଅଜବ ନିୟମ । ଭୋଟ ଗ୍ରହଣ କେନ୍ଦ୍ରକୁ ଅନୁମତି ନାହିଁ ନାଲି ଗାମୁଛା । ନାଲି ଗାମୁଛା କାନ୍ଧରେ ଉତ୍ତରୀୟ ପକାଇ ଭୋଟ ଦେବାକୁ ଯାଉଥିବା ଭୋଟରଙ୍କୁ ବାରଣ କଲେ ସୁରକ୍ଷା କର୍ମୀ । ଭୋଟର କ୍ରମିକ ସଂଖ୍ୟା ଚିରକୁଟିରେ ସବୁ ନିୟମାବଳୀ ଉଲ୍ଲେଖ ରହିଛି । ହେଲେ ସେଥିରେ ପୋଷାକ ଉପରେ କୌଣସି ରେଷ୍ଟ୍ରିକ୍ସନ ନଥିବା ଲେଖା ରହିଛି! ସବୁଠୁ ବଡ଼ କଥା ହେଲା ଏପଟେ ପୋଲିସ ନାଲି ଗାମୁଛାକୁ ବାରଣ କରୁଥିବା ବେଳେ ନିଷିଦ୍ଧାଞ୍ଚଳ ପରିସର ମଧ୍ୟରେ ବିଜେଡି ର ପୋଷ୍ଟର ବ୍ୟାନର ରହିଛି । ଏଠାରେ ଖୋଲାଖୋଲି ଆଦର୍ଶ ଆଚରଣ ଵିଧି ଉଲ୍ଲଙ୍ଘନ ହୋଇଛି, ଏହାକୁ ନେଇ ଅଭିଯୋଗ କରିଛନ୍ତି ଭୋଟର!

ଅଧିକ ପଢନ୍ତୁ : ମତଦାନ କେନ୍ଦ୍ରକୁ ମୋବାଇଲ ନ ନୋବାକୁ ଅନୁରୋଧ

ସେପଟେ ମତଦାନ କେନ୍ଦ୍ରକୁ ମୋବାଇ ନ ନେବାକୁ ନିୟମ ହୋଇଥିବା ବେଳେ ଅନେକ ଲୋକ ଏ ବିଷୟରେ ଜାଣିନାହନ୍ତି । ଅନେକ ଲୋକ ଫୋନ ନେଇ ମତଦାନ କେନ୍ଦ୍ରକୁ ଯାଇଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖାଲି ତାହା ନୁହେଁ ସ୍ମାର୍ଟ ୱାଚ ମଧ୍ୟ ମତଦାନ କେନ୍ଦ୍ରକୁ ନେଇ ଯିବାକୁ ବାରଣ କରାଯାଇଛି । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ