ନୋଟ କେଉଁ କାଗଜରୁ ତିଆରି ?
by Argus News
Thu, Jul 04 | 3:21 p.m.

ଅର୍ଗସ ବ୍ୟୁରୋ : ଆପଣ ଯେଉଁ ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ ବ୍ୟବହାର କରୁଛନ୍ତି ତାହା କେଉଁ ପ୍ରକାରର କାଗଜରୁ ବନିଛି କେବେ ଭାବିଛନ୍ତି ? 

୨୦୧୬ ମସିହା ନଭେମ୍ବର ୮  ତାରିଖ ପ୍ରଧାନମନ୍ତ୍ରୀ ମୋଦି ନୋଟ ବନ୍ଦି ଘୋଷଣା କରିଥିଲେ. ଆଉ ଏହା ପରେ ଆରମ୍ଭ ହେଲା ନୂଆ ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ . ହେଲେ ଏହି ନୋଟ କେଉଁ ପ୍ରକାରର କାଗଜରୁ ବନିଛି ? 

ଭାରତରେ ପ୍ରଚଳିତ ନୋଟ ଗୁଡିକ ଶତପ୍ରତିଶତ କଟନରୁ ବନିଛି ।ଯଦି ଏହି ନୋଟ ଗୁଡିକ ସାଧାରଣ କାଗଜରୁ ଵନିଥାନ୍ତା ତେବେ ଏହା ପାଣି ସଂସ୍ପର୍ଶରେ ଆସିବା ଫଳରେ ଓଦା ହୋଇ ଚିରି କିମ୍ବା ଫାଟି ଯାଇଥାନ୍ତା । ଆଉ ଏହା ଅଧିକ ସମୟ ପର୍ଯ୍ୟନ୍ତ ରହିପାରିନଥାନ୍ତା ତେଣୁ ଏହାକୁ ବନାଇବା ପାଇଁ କଟନର ବ୍ୟବହାର କରାଯାଇଛି ।

କେବଳ ଏତିକି ନୁହେଁ ଏଥିରେ ଲେଖା ହୋଇଥିବା କାଳି ମଧ୍ୟ ସାଧାରଣ କାଳି ନୁହେଁ  । କାରଣ ଯଦି ସାଧାରଣ କାଳି ହୋଇଥାନ୍ତା ତେବେ ଏହା ପାଣି ଧରିଥିଲେ ରଙ୍ଗ ଛାଡିବା ସହ ବିସ୍ତାର ହୋଇଯାଇଥାନ୍ତା । ତେଣୁ ଏଥିରେ ସାଧାରଣ କାଳିର ମଧ୍ୟ ବ୍ୟବହାର ହୋଇନାହିଁ  ଏବଂ ଏହି କାଳି ବ୍ୟବହାର କରିବାର ଅନ୍ୟ ଏକ କାରଣ ହେଉଛି ଯଦି କେହି ଚାହିଁବେ ଏହାର ଦୁର୍ବ୍ୟବହାର କରିପାରିବେ ନାହିଁ ସେଥିପାଇଁ ଏଥିରେ ଏକ ବିଶେଷ ପ୍ରକାରର କାଳିର ବ୍ୟବହାର କରାଯାଇଛି।

ଅଧିକ ପଢନ୍ତୁ ଭାରତ ଖବର

FIRE MISHAP
ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶ
ଜିଲ୍ଲାପ୍ରଶାସନ
ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡା: ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲ
ପିଏମ୍‌ କିଷାନ
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବା