ଖାଲି ପେଟରେ ପ୍ରତ୍ୟେକ ଦିନ ବାଦାମ ଖାଇଲେ କଣ ହେବ ? 
by Argus News
Sun, Sep 15 | 2:39 p.m.

ନୂଆଦିଲ୍ଲୀ: ଖାଲି ପେଟରେ ପ୍ରତ୍ୟେକ ଦିନ ବାଦାମ ଖାଇଲେ  ଶରୀରରେ ହେବ  ଆଶ୍ଚର୍ଯ୍ୟଜନକ ଭାବେ ଟ୍ରାନ୍ସଫରମେଶନ ।  ବାଦାମ  ଏକ ବହୁତ ଟେଷ୍ଟୀ ଏବଂ ପପୁଲାର ଡ୍ରାଇ ଫ୍ରୁଟ। ଯାହା ଶରୀରକୁ  ଏକ ନୁହେଁ କି ଦୁଇ ନୁହେଁ   ଅନେକ  ଫାଇଦା  ଦେଇଥାଏ।  ବାଦାମରେ ୧୫୨ ପ୍ରୋଟିନ୍‌, ୧୫ ଗ୍ରାମ କାର୍ବୋହାଇଡ୍ରେଟ୍‌, ୬ ଗ୍ରାମ  ଫାଇଭର ସମେତ  ଅନ୍ୟ ଭିଟାମିନ୍‌ ଏବଂ ମିନେରାଲ୍ସ ରହିଥାଏ   ।

ବାଦାମରେ  ଭିଟାମିନ୍‌ ଇ, ଭିଟାମିନ୍‌ ବି ୨,  ମ୍ୟାଗ୍ନେଶିୟମ , ଫସଫରସ୍‌, ପୋଟାଶିୟମ ରହିଥାଏ। ଯାହା ହାଡକୁ ପୋଷଣ ଦେଇଥାଏ ଏବଂ ମଜଭୁତ କରିଥାଏ।   ବାଦାମ  ଖାଇବା ପରେ ବ୍ଲଡ ସୁଗାର ର ସ୍ପାଇକ୍‌ କୁ ନିୟନ୍ତ୍ରିତ କରିବାରେ  ସହାୟକ ହୋଇଥାଏ।  ଯାହା ଡାଇବେଟିସ୍‌ ରୋଗିଙ୍କ ପାଇଁ ବେସ୍‌ ଲାଭ ଦାୟକ।  ବାଦାମରେ  ଫାଇବର ଥାଏ  ଯାହା ପେଟ ପାଇଁ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ ।  ବାଦାମର ଯଦି ଅଧିକ ଫାଇଦା ପାଇବା ପାଇଁ ଚାହୁଁଛନ୍ତି ତେବେ ଏହାକୁ ରାତିରେ ପାଣିରେ ଭିଜାଇ ସାକଳେ ଖାଆନ୍ତୁ ପ୍ରଚୁର ଲାଭ ମିଳିବ।   

ଅଧିକ ପଢନ୍ତୁ ଭାରତ ଖବର 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ