ପ୍ରଥମେ କେଉଁ ନୋଟ୍‌ରେ ଗାନ୍ଧିଙ୍କର ଫଟୋ ସ୍ଥାନ ପାଇଥିଲା ?
by Argus News
Sat, Jun 22 | 8:12 p.m.

ଅର୍ଗସ ବ୍ୟୁରୋ: ସବୁ ନୋଟ୍‌ ଉପରେ ମହାତ୍ମା ଗାନ୍ଧିଙ୍କ ଫଟୋ ଥାଏ। କାହିଁକି ଜାଣିଛନ୍ତି କି ? ଏବଂ  ମହାତ୍ମା ଗାନ୍ଧିଙ୍କ ଫଟୋ ନୋଟ୍‌ ରେ କେବେ ଠୁ ଆସିଲା ଜାଣିଛନ୍ତି କି ? ସ୍ୱାଧିନତାର ୨୨ ବର୍ଷ ପରେ ଏକ ଟଙ୍କିଆ ନୋଟ୍‌ ଉପରେ ଗାନ୍ଧୀଙ୍କର ଫଟୋ ଲାଗିଥିଲା। ଏହି କାମ ଆରବିଆଇ ଗାନ୍ଧିଙ୍କର ୧୦୦ ବର୍ଷ ପୂଣ୍ଣ୍ୟତିଥିରେ କରିଥିଲା । ସ୍ୱାଧିନତା ସମୟରେ କୁହାଗଲା ଯେ ନୋଟ ଉପରେ ଅଶୋକ ସ୍ତମ୍ୱକୁ ମଧ୍ୟ ସ୍ଥାନ ଦିଆଯାଉ। ପ୍ରଥମଥର ମହାତ୍ମା ଗାନ୍ଧିଙ୍କ ଫଟୋ ଏକ ଟଙ୍କିଆ ନୋଟ ଉପରେ  ନଜର ଆସିଥିଲା।

ଧିରେ ଧିରେ ଗାନ୍ଧିଙ୍କ ଫଟୋ ସବୁ ନୋଟ୍‌ ଉପରେ ସ୍ୱାଧିନତାର ୪୯ ବର୍ଷ ପରେ ଜାରି ହୋଇଥିଲା। ୧୯୮୭ରେ ଆରବିଆଇ ୫୦୦ ଟଙ୍କିଆ ନୋଟ୍‌ ଉପରେ ଗାନ୍ଧିଙ୍କ ଫଟୋ ଛପାଯାଇଥିଲା। ୧୯୯୬ରେ ରିଜର୍ଭ ବ୍ୟାଙ୍କ ଗାନ୍ଧିଙ୍କର ଫଟୋ ସହ ନୂଆ ନୋଟ୍‌ ଛାପିଥିଲା କହିବାକୁ ଗଲେ ୨୦୧୪ରେ ଗାନ୍ଧିଙ୍କର ଫଟୋ ନୋଟ ରୁ ହଟାଇବା ପାଇଁ କଥା ଉଠିଥିଲା। କିନ୍ତୁ ପୁଣିଥରେ ନିଷ୍ପତ୍ତି ହେଲା ଯେ, ଗାନ୍ଧିଙ୍କ ବ୍ୟତୀତ କାହାର ବି ଫଟୋ ଲଗାଯିବ ନାହିଁ। ତେଣୁ ସେବେଠାରୁ ଗାନ୍ଧିଙ୍କର ଫଟୋ ସବୁ ନୋଟ୍‌ ରେ ରହିଆସିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:
 

ବିଜେଡି
13m ago
କୌଣସି କମିଟିରେ ନଥାଇ ବି ଦଳର ସବୁ ବୈଠକରେ ଉପସ୍ଥିତ ବବି
ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗା
9 ଗିରଫ
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।
ସରକାର
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ