ଗଣେଶ ପୂଜା କରିବାକୁ ସ୍କୁଲ୍ ଗଲା ବେଳେ ମହୁମାଛି ଆକ୍ରମଣରେ ତିନି ଛାତ୍ରୀ ଗୁରୁତର
by Argus News
Sat, Sep 07 | 3:27 p.m.

ଅର୍ଗସ ବ୍ୟୁରୋ: ବାଙ୍କୀ ବ୍ଲକ୍ ଅନ୍ତର୍ଗତ ବ୍ରହ୍ମପୁରା ରଘୁନାଥ ଦେବତା ଉଚ୍ଚ ବିଦ୍ୟାଳୟ କୁ ଛାତ୍ରୀ ମାନେ ଏକାଠି ଚାଲି ଚାଲି ଗଣେଶ ପୂଜା କରିବାକୁ ଯାଉଥିଲେ। ସ୍କୁଲ୍ ପରିସର ରେ ଛାତ୍ର ମାନେ ବାଣ ଫୁଟାଇବାରୁ ପାଖରେ ଥିବା ଗଛ ରେ ମହୁମାଛି ବସା ଥିବାରୁ ବାଣ ର ପ୍ରକୋପ ବସା ରେ ପଡ଼ିବାରୁ ସଙ୍ଗେ ସଙ୍ଗେ ମହୁମାଛି ଦଳ ମାଡ଼ି ଆସିବାରୁ ଛାତ୍ରୀ ମାନ ଙ୍କୁ ଆକ୍ରମଣ କରିଥିଲେ। ଛାତ୍ରୀ ଙ୍କ ମୁଣ୍ଡ ଓ ହାତ କୁ କାମୁଡିବାରୁ ଛାତ୍ରୀ ମାନେ ଚିତ୍କାର କରିବାରୁ ସ୍କୁଲ୍ ଶିକ୍ଷକ ମାନେ ବାହାରି ଆସି ସଙ୍ଗେ ସଙ୍ଗେ ବାଙ୍କୀ ଡ଼ାକ୍ତରଖାନା ରେ ଭର୍ତ୍ତି କରିଥିଲେ। ଜଣ ଙ୍କ ର ସାମାନ୍ୟ୍ ସୁସ୍ଥ ହେଉଥିବା ବେଳେ ଆଉ ଦୁଇଜଣ ଛାତ୍ରୀ ଶୋଇ ରହିଛନ୍ତି। ଆନୁଷଙ୍ଗିକ ଚିକିତ୍ସା କରାଯାଇଛି ।
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ