ଭୋଗ ସମୟରେ କାହିଁକି ଘଣ୍ଟି ବାଜେ..? ଜାଣନ୍ତୁ 
by Argus News
Thu, Jun 20 | 2:21 p.m.

ନୂଆଦିଲ୍ଲୀ:  ଆପଣ ଜାଣିଛନ୍ତି କି  ଭୋଗ  ସମୟରେ କାହିଁକି ଘଣ୍ଟି ବାଜେ।  ହିନ୍ଦୁ ଧର୍ମ ଅନୁସାରେ  ଘଣ୍ଟି  ନବଜାଇ ପୂଜା କଲେ ପୂଜା ସମ୍ପୂର୍ଣ୍ଣ ହୋଇନଥାଏ।  ଭଗବାନଙ୍କୁ ପ୍ରସାଦ  କିମ୍ବା ଭୋଗ  ଲଗାଇବା ସମୟରେ ସବୁବେଳେ ଘଣ୍ଟି ବଜାଯାଇଥାଏ।  ଏହାର କାରଣ ବିଷୟରେ ବର୍ଣ୍ଣନା କରିଛନ୍ତି  ପଣ୍ଡିତ  ହିତେନ୍ଦ୍ର  କୁମାର  ଶର୍ମା।

ପଣ୍ଡିତ ଶର୍ମାଙ୍କ କହିବାନୁସାରେ  ବାୟୁ ତତ୍ୱକୁ ଜାଗ୍ରତ କରିବା ପାଇଁ  ଘଣ୍ଟି ବଜାଯାଇଥାଏ।  ବାୟୁର ୫ ତତ୍ୱ ଯଥା ବ୍ୟାଣ, ଉଡାଣ, ସମାନ, ଅପାଣ ଏବଂ ପ୍ରାଣ ବାୟୁ । ଭଗବାନଙ୍କୁ ନୈବେଦ୍ୟ ଅର୍ପଣ  କାରିବା ସମୟରେ  ୫ ଥର ଘଣ୍ଟି  ବଜା ଯାଇଥାଏ। ବାୟୁର ପାଞ୍ଚ ତତ୍ୱ ପାଇଁ ୫ ଥର  ଘଣ୍ଟି ବଜା ଯାଇଥାଏ ଏବଂ ଭୋଗ ଲଗାଯାଇଥାଏ। ଭଗବାନଙ୍କୁ ପାନ ପତ୍ରରେ ନୈବେଦ୍ୟ ଅର୍ପଣ କରିବା ଉଚିତ୍‌।  ତେବେ ସବୁବେଳେ ପାନ ପତ୍ରରେ  ହିଁ ଭଗବାନଙ୍କୁ ଭୋଗ ଲଗାଇବା ଉଚିତ୍‌। 
ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା