ଚିତାବାଘ କାହିଁକି ଅନ୍ୟ ପଶୁଙ୍କ ଠାରୁ କ୍ଷୀପ୍ର ଗତିରେ ଦୌଡେ
by Argus News
Tue, Apr 02 | 4:22 p.m.

ଅର୍ଗସ ବ୍ୟୁରୋ: ସମସ୍ତଙ୍କ ମନରେ ପ୍ରଶ୍ନ ଆସେ ଚିତା ବାଘ କାହିଁକି କ୍ଷୀପ୍ର ଗତିରେ ଦୌଡ଼େ। ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଚିତା ଦୌଡ଼ିବାର କାରଣ କଣ। ଯେଉଁ ପ୍ରାଣୀ ମଧ୍ୟମ ଆକାରର ହୋଇଥାଏ ସେହି ପଶୁ ସବୁଠୁ କ୍ଷୀପ୍ର ଗତିରେ ଦୌଡ଼ିପାରେ। ଚିତାର ଆକାର ହେଉଛି ମଧ୍ୟମ ଆକାରର। ଦ୍ବିତୀୟ କାରଣ ହେଉଛି ଚିତାର ମାଂସପେଶୀ ସଞ୍ଚାଳନ ଭଲସେ କରିଥାଏ। ଆଉ ହଁ ଚିତାବାଘର ଶରୀର ବିଶାଳକାୟ ହୋଇ ନ ଥାଏ। ସେଥିପାଇଁ ଶିକାର ବେଳେ ଚିତାବାଘ ଖୁବଜୋରରେ ଦୌଡ଼ି ନିଜ ଶିକାରକୁ ଅକ୍ତିଆର କରିଥାଏ। 

ପଶୁମାନଙ୍କ ଦୌଡ଼ିବା ପ୍ରକୃତି ତାଙ୍କ ଶରୀର ଉପରେ ନିର୍ଭର କରିଥାଏ। ଦୁନିଆଁରେ କୋଟି କୋଟି ପଶୁପକ୍ଷୀ ଅଛନ୍ତି। ସବୁ ପଶୁଙ୍କର ନିଜସ୍ବ ପ୍ରକୃତି ରହିଛି। ଯେମିତି ଚିତା ଆମେ ସମସ୍ତେ ଜାଣିଛନ୍ତି ଶିକାର କରିବାବେଳେ ଚିତା ଖୁବ କ୍ଷୀପ୍ର ଗତିରେ ଦୌଡ଼ି ଶିକାର କରିଥାଏ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ