ଭାରତରେ ହ୍ଵାଟ୍ସଆପ ସେବା ବନ୍ଦ ?
by Argus News
Fri, Apr 26 | 3:33 p.m.

ନୂଆଦିଲ୍ଲୀ: ଭାରତରେ ହ୍ଵାଟସ୍ଆପର ସେବା ବନ୍ଦ କରିବାକୁ ଚେତାବନୀ ଦେଇଛି ହ୍ଵାଟସ୍ଆପ୍ । କହିଛି ଯେ ଯଦି ଏନକ୍ରିପସନ୍ ହଟାଇଵାକୁ  କୁହାଯାଏ। ତେଵେ  ବାଧ୍ୟ ହେଵ  ଭାରତରେ ଏହି ସେବା ବନ୍ଦ କରିବା ପାଇଁ । ଆଇଟି ନିୟମକୁ ଚ୍ୟାଲେଞ୍ଜ କରୁଥିବା ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଯଦି ଏନକ୍ରିପସନ୍ ଭାଙ୍ଗିବାକୁ କୁହାଯାଏ ତେଵେ ଆମେ ଵାଧ୍ୟ ହୋଇ ହ୍ଵାଟସ୍ଆପ ସେଵା ଵନ୍ଦ କରିଵୁ । ମେଟାର କହିଵା କଥାକି ହ୍ଵାଟସ୍ଆପର ଏଣ୍ଡ-ଟୁ-ଏଣ୍ଡ ଵ୍ୟଵହାର କରୁଥିଵା ଲୋକମାନେ ନିଜର  ଗୋପନୀୟ ତଥ୍ୟ  ସୁରକ୍ଷାରେ ରଖିଥାନ୍ତି ।  

ହ୍ଵାଟସ୍ଆପର ଏହାର ସମସ୍ୟା ବିଷୟରେ କୋର୍ଟଙ୍କୁ କହିଛି :-
ହ୍ଵାଟସ୍ଆପର ନିଜ ଓକିଲ ତେଜସ କାରିଆ କହିଛନ୍ତି ଯେ କୋର୍ଟକୁ କହିଛନ୍ତିଯେ ଯଦି ଏନକ୍ରିପସନ୍ ଭାଙ୍ଗିବାକୁ କୁହାଯାଏ ।ତେଵେ ଆମେ ସେପରି କିଛି କରିଵୁ । ଆହୁରି ମଧ୍ୟ ତେଜସ କାରିଆ  କହିଛନ୍ତି ଲୋକମାନେ ନିଜର ସେତିକି ମାତ୍ରାରେ ତଥ୍ୟକୁ ଗୋପନୀୟ ଭାଵରେ ସୁରକ୍ଷା ଦେଇପାରୁଛନ୍ତି ଵୋଲି ଵ୍ୟଵହାର କରୁଛନ୍ତି । କମ୍ପାନୀ ଗ୍ରାହାକ ମାନଙ୍କୁ ସେତିକି  ସୁଵିଧା ଦୋଇପାରୁଛି ।

ଭାରତରେ ହ୍ବାଟ୍ସଆପରେ ୪୦୦ ମିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି ଯାହା ଏହାକୁ ଏହି ପ୍ଲାଟଫର୍ମ ଦ୍ଵାରା ସର୍ବ ବୃହତ ବଜାର ଲାଭ ହୋଇଥାଏ । ଯଦି ଏନକ୍ରିପସନ୍ ହଟାଇଵାକୁ କୁାଯାଉଛି ତେଵେ ଲୋକମାନେ ନିଜର ଗୋପନୀୟ ତଥ୍ୟ  ସୁରକ୍ଷାରେ ରଖିପାରିଵେ ନାହିଁ । 
ଅଧିକ ପଢନ୍ତୁ ଭାରତ ଖବର 

 

 

MO POLICE
13m ago
ବିଜେପି ପ୍ରାର୍ଥୀଙ୍କ ଘରେ ପହଞ୍ଚି କରୁଛନ୍ତି ହଇରାଣ
ଅର୍ଗସ ବ୍ୟୁରୋ : ମୋ ପୋଲିସର ଦାଦାଗିରି । ବିଜେପି ପ୍ରାର୍ଥୀଙ୍କ ଘରେ ପହଞ୍ଚି କରୁଛି ହଇରାଣ । ଟିଟିଲାଗଡ଼ ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ଘରେ ଟିଟିଲାଗଡ଼ ପୋଲିସ କରୁଛି ହଇରା
ରାଜନାଥ ସିଂ
17m ago
ଖୁବ କମ ବୟସରେ ରାଜନୀତି କ୍ଷେତ୍ରରେ ଅନେକ ନାଁ କମାଇଛନ୍ତି ଧର୍ମେନ୍ଦ୍ର : ରାଜନାଥ ସିଂ
ଭୁବନେଶ୍ୱର: ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ ପୋତିଲେ ରାଜନାଥ। ଖୁବ କମ ବୟସରେ ରାଜନୀତି କ୍ଷେତ୍ରରେ ଅନେକ ନାଁ କମାଇଛନ୍ତି ଧର୍ମେନ୍ଦ୍ର। କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଭାବଶାଳ
MOOD OF VOTERS
34m ago
କାହାକୁ ଭୋଟଦେବେ ଝାରସୁଗୁଡ଼ା ଭୋଟର ? କ'ଣ ରହିଛି ଝାରସୁଗୁଡ଼ା ଭୋଟରଙ୍କ ମୁଡ ?
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲାରେ ହେବ ଭୋଟିଂ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁସାରେ, ଶନିବାର ସନ୍ଧ୍ୟା ୬ଟାରୁ ପ୍ରଚା