ପାଣି ସମସ୍ୟା ନେଇ ବାଉଁସୁଣୀ ପଞ୍ଚାୟତ ସରପଞ୍ଚଙ୍କୁ ଘେରିଲେ ମହିଳା
by Argus News
Thu, May 09 | 2:58 p.m.

ଅର୍ଗସ ବ୍ୟୁରୋ: ପିଇବା ପାଣି ସମସ୍ୟା ନେଇ ବାଉଁସୁଣୀ ପଞ୍ଚାୟତ ସରପଞ୍ଚଙ୍କୁ ଘେରିଲେ ମହିଳା। ବୌଦ୍ଧ ବ୍ଲକ୍ ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ଥାନାପଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଦୀର୍ଘ ଦୁଇ ବର୍ଷ ରୁ ଅଧିକ ହେବ ଲାଗି ରହିଛି। ଗ୍ରାମରେ ଶହେ ପରିବାର ଥିବା ବେଳେ ଦୁଇଟି ନଳକୂପ ରହିଛି ତାହା କେତେବେଳେ ଆସିଲେ କେତେବେଳେ ପାଣି ଆସୁନାହିଁ ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମହିଳା। 

ଗ୍ରୀଷ୍ମ ଋତୁ ସମୟରେ ପାନୀୟ ଜଳ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ବାରମ୍ବାର ଦାବି ପରେ କୌଣସି ସୁଫଳ ନମିଳିବାରୁ ଆଜି ବାଉଁଶୁଣି ସରପଞ୍ଚ ମହିଳାମାନେ ଘେରିବା ସହ ମେଗା ପ୍ରୋଜେକ୍ଟ ଶୀଘ୍ର ଚଳେଇବା ସହ ପାଣି ଯୋଗାଇଦେବାକୁ ଦାବି କରିଥିଲେ। ଯଦି ପାଣି ଯୋଗାଇ ଦିଆ ନ ଯାଏ ଆଗାମୀ ଦିନରେ ପଞ୍ଚାୟତରେ ତାଲା ପକାଇବା ସହିତ ରାଜରାସ୍ତାକୁ ଓହ୍ଲାଇବା ସହ ଭୋଟ୍ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଅଂଶୁଘାତ
4m ago
ଛେଳି ଚରାଇବାକୁ ଯାଇଥିବାବେଳେ ଅଂଶୁଘାତରେ ଟଳିପଡିଲେ...
ସୁବର୍ଣ୍ଣପୁର: ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ବୀରମହାରାଜପୁର ଥାନା କମଲପୁର ଗାଁରେ ଘଟିଛି ଅଘଟଣ । ସୂଚନା ଅନୁସାରେ କମଲପୁର ଗାଁ ର ରତ୍ନାକର ବେରିହା ଛେଳି ଚରାଇବାକ
ମତଦାନ
52m ago
ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ମତଦାନ। 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର
ଛତିଶଗଡ କୱର୍ଦ୍ଧାରେ
ଛତିଶଗଡ କୱର୍ଦ୍ଧାରେ ପିକଅପ ଭ୍ୟାନ ଓଲଟିଲା : ୧୮ ଶ୍ରମିକ ମୃତ
ଅର୍ଗସ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ୨୦ ଫୁଟ ତଳକୁ ଏକ ଖାଇର