ଆଜି ହେଉଛି ବିଶ୍ଵ ମ୍ୟାଲେରିଆ ଦିବସ 
by Argus News
Thu, Apr 25 | 2:39 p.m.

ନୂଆଦିଲ୍ଲୀ:  ଆଜି ହେଉଛି ବିଶ୍ଵ ମ୍ୟାଲେରିଆ ଦିବସ । ପ୍ରତିବର୍ଷ ଏପ୍ରିଲ ୨୫ ତାରିଖ ଦିନ ବିଶ୍ଵ ମ୍ୟାଲେରିଆ ଦିବସ ତଥା ମ୍ୟାଲେରିଆରୁ ମୁକ୍ତ ରହିବା ପାଇଁ ସର୍ବଭାରତୀୟ ସ୍ତରରେ ଏହି ଦିନକୁ ସ୍ୱୀକୃତି ମିଳିଛି । ବିଶ୍ଵରେ ମ୍ୟାଲେରିଆକୁ ଦୂର କରିବା ପାଇଁ ଏହି ଦିନରେ ମ୍ୟାଲେରିଆ ସଂପର୍କିତ ସୂଚନା ଓ ମୁକ୍ତ ରହିବା ପାଇଁ ପଦକ୍ଷେପ ନେବାକୁ ବାର୍ତ୍ତା ଦିଆଯାଏ । 

ଆସନ୍ତୁ ଜାଣିବା କିପରି ମ୍ୟାଲେରିଆ ସଂକ୍ରମିତ ହୁଏ ?

ମ୍ୟାଲେରିଆ ଏକ ପରଜୀବୀ ଦ୍ଵାରା ସୃଷ୍ଟି ହୋଇଥାଏ । ଏହି ରୋଗ ଆନ୍ଫେଲସ୍ ମଶା କାମୁଡ଼ିବା ଦ୍ୱାରା ମଣିଷକୁ ସଂକ୍ରମିତ ହୁଏ। ଏହି ରୋଗ ଜଣେ ବ୍ୟକ୍ତିଙ୍କୁ ଉଚ୍ଚ ଜ୍ୱରରେ  ଅସୁସ୍ଥ କରିପକାଏ। ଜ୍ୱର, ଥଣ୍ଡା, ମୁଣ୍ଡବିନ୍ଧା, ବାନ୍ତି, ମାଂସପେଶୀ ଯନ୍ତ୍ରଣା, ପେଟ ଯନ୍ତ୍ରଣା ଏବଂ ଥକାପଣ ବ୍ୟତୀତ ଅନ୍ୟ କିଛି ଲକ୍ଷଣ ଦେଖାଯାଇଥାଏ।
WHO ମୁତାବକ ଚଳିତବର୍ଷ  ମ୍ୟାଲେରିଆ ଦିବସର ବିଷୟଵସ୍ତୁ ହେଉଛି "ଏକ ସମାନ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧରେ ଲଢେଇ କରିବା" ।  

ମ୍ୟାଲେରିଆ ଦ୍ଵର କରିବାର ଉପାୟ : 

୧ ମଶା ନକାମୁଡିବା ପାଇଁ ଔଷଧ ଵ୍ୟଵହାର କରନ୍ତୁ ।
୨ ମଶାରୀ ଟାଙ୍ଗି ଶୋଇବା ଦ୍ଵାରା ମ୍ୟାଲେରିଆ ହେବାର ସମ୍ଭାବନା କମ ରହିଥାଏ।
୩. ସଂପୂର୍ଣ୍ଣ ପୋଷାକ ପିନ୍ଧନ୍ତୁ ।
୪. ଘର ଆଖ ପାଖରେ ଅନାବଶ୍ୟକ ପାଣି ଜମା କରନ୍ତୁ ନାହିଁ।
୫. ରୋଗର ମାତ୍ରା ଅଧିକ ଥିବା ସ୍ଥାନକୁ ଯାଆନ୍ତୁ ନାହିଁ ।

ଅଧିକ ପଢନ୍ତୁ ଭାରତ ଖବର

24 ELECTION
9m ago
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
14m ago
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର
UPI
56m ago
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର