ତାଳଚେର ମେଡିକାଲକୁ କଲେଜ ପାଇଁ ଚିଠି ଲେଖନ୍ତୁ ରାଜ୍ୟ ସରକାର
by Argus News
Fri, Dec 08 | 7:49 p.m.

ଅର୍ଗସ ବ୍ୟୁରୋ : ତାଳଚେର ମେଡିକାଲକୁ କଲେଜ ପାଇଁ ଚିଠି ଲେଖନ୍ତୁ ରାଜ୍ୟ ସରକାର । ରାଜ୍ୟ ସରକାର ତୁରନ୍ତ ଦରଖାସ୍ତ ଦିଅନ୍ତୁ ଏହାକୁ ମେଡିକାଲ କଲେଜ କରିବାକୁ । ନ୍ୟାସନାଲ୍ ମେଡିକାଲ୍ କମିଶନଙ୍କ ପାଖକୁ ଦରଖାସ୍ତ ପଠାଇବାକୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

 

ଆଜି ତାଳଚେର ମେଡିକାଲର ଶୁଭାରମ୍ଭ କାର୍ଯ୍ୟକ୍ରମ ଥିଲା । ଏହି ଅବସରରେ ଏ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କୋଭିଡ୍ ବେଳେ ତାଳଚେର, ଅନୁଗୁଳ, ଭୁବନେଶ୍ଵରରେ ଏମସିଏଲ ୩୦୦ କୋଟି ଖର୍ଚ୍ଚ କରିଥିଲା । ୯ ବର୍ଷରେ ଅନୁଗୁଳ ଜିଲ୍ଲା ଓଡ଼ିଶାର ରାଜକୋଷରେ ୬୦ ହଜାର କୋଟିର ଦାୟିତ୍ଵ ନେଇଛି । ଆଗରୁ ସବୁ ଅର୍ଥ ଦିଲ୍ଲୀ ରାଜକୋଷକୁ ଆସୁଥିଲା, ପ୍ରଧାନମନ୍ତ୍ରୀଙ୍କ ଦୂର ଦୁଷ୍ଟିରୁ ଏହା ପରିବର୍ତ୍ତନ ହୋଇଛି । 

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,  କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡିଓ କନଫେରନସିଂରେ ସାମିଲ୍ ହୋଇଥିଲେ । ମେଡିକାଲ ପ୍ରତିଷ୍ଠା ଦିଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ