ଟନେଲ ଭିତରେ ବଞ୍ଚାଇ ରଖିଥିଲା ଯୋଗ ଓ ବ୍ୟାୟାମ 
by Argus News
Wed, Nov 29 | 2:36 p.m.

ନୂଆଦିଲ୍ଲୀ :  ଟନେଲ ଭିତରେ ବଞ୍ଚାଇ ରଖିଥିଲା ଯୋଗ ଓ ବ୍ୟାୟାମ । ଟନେଲ ଭିତରେ ୧୭ ଦିନ ଧରି ଫସିରହିଥିବା ଶ୍ରମିକମାନେ ସେଠାରେ ଯୋଗ ଓ ବ୍ୟାୟାମ କରୁଥିଲେ । କେବଳ ସେତିକି ନୁହଁ ମର୍ଣ୍ଣିଂ ୱାକ୍ ବି କରୁଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ବେଳେ ୧୭ ଦିନର ଅନୁଭୂତି ବଖାଣିଛନ୍ତି ଶ୍ରମିକମାନେ ।

ଅଢେଇ କିଲୋମିଟର ଟନେଲ ଭିତରେ ଖାଇବା, ପିଇବା ପାଇଁ ମିଳୁଥିଲା । ଅନ୍ୟ କୌଣସି କାମ ନ ଥିବାରୁ ଯୋଗ ଓ ବ୍ୟାୟାମ ବି କରୁଥିଲେ ବୋଲି ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଶ୍ରମିକମାନେ  । ଏଥିସହିତ ଶ୍ରମିକମାନେ ଆହୁରି ମଧ୍ୟ କହିଛନ୍ତି, ମୁଢି ଖାଉଥିଲୁ ଆଉ ମୁଭି ଦେଖି ଟାଇମ୍‌ ପାସ କରୁଥିଲୁ ବୋଲି ଶ୍ରମିକ କହିଛନ୍ତି । 
ଅଧିକ ପଢନ୍ତୁ ଭାରତ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ